By Our Correspondent
BHUBANESWAR: ଆଗାମୀ ୪ଦିନ ଯାଏଁ ରାଜ୍ୟରେ ଦିନ ତାପମାତ୍ରା ରେ ବିଶେଷ ପରିବର୍ତନର ସମ୍ଭାବନା ଥିବାବେଳେ ପରବର୍ତୀ ସମୟରେ ଏଥିରେ ବୃଦ୍ଧି ସମ୍ଭାବନା ରହିଛି | ଆଗାମୀ ୫ ଦିନ ଯାଏଁ ଆଭ୍ୟନ୍ତରୀଣ ଓଡ଼ିଶାର କେତକ ସ୍ଥାନରେ ୪୦ ଡ଼ିଗ୍ରୀ କିମ୍ବା ଅଧିକ ତାପମାତ୍ରା ରେକର୍ଡ ସହ ଅସ୍ୱାଭାବିକ ପାଣିପାଗ ଅନୁଭୂତ ହେବାର ସମ୍ଭାବନା ରହିଛି.
ଆଜି ଦିନ ୨ ଟା ୩୦ ସୁଦ୍ଧା ରେକର୍ଡ ତାପମାତ୍ରା. ସମ୍ବଲପୁର: ୪୩.୨ ଡ଼ିଗ୍ରୀ, ଝାରସୁଗୁଡା: ୪୨.୪ ଡ଼ିଗ୍ରୀ, ହୀରାକୁଦ: ୪୧.୬ ଡ଼ିଗ୍ରୀ, କେନ୍ଦୁଝର: ୩୭.୮ ଡ଼ିଗ୍ରୀ .
ଭୁବନେଶ୍ୱର: ୩୭.୦ ଡ଼ିଗ୍ରୀ, ଚାନ୍ଦବାଲି: ୩୬.୮ ଡ଼ିଗ୍ରୀ, ବାଲେଶ୍ୱର: ୩୩.୪ ଡ଼ିଗ୍ରୀ, ଗୋପାଳପୁର: ୩୩.୦ ଡ଼ିଗ୍ରୀ, ପାରାଦ୍ୱୀପ: ୩୩.୦ ଡ଼ିଗ୍ରୀ, ପୁରୀ: ୩୨.୬ ଡ଼ିଗ୍ରୀ.









![Ministry of Rural Development has notified the Schedule of Permissible Works under the Viksit Bharat – Guarantee for Rozgar and Ajeevika Mission (Gramin) [VB–G RAM G] Act, 2025, providing for 375 permissible works under the new rural works framework](https://indianewsdiary.com/wp-content/uploads/2026/10/Viksit-Bharat-–-Guarantee-for-Rozgar-and-Ajeevika-Mission-Gramin-VB–G-RAM-G-Act-218x150.png)

















