ଆଗାମୀ ୫ ଦିନ ଯାଏଁ ଆଭ୍ୟନ୍ତରୀଣ ଓଡ଼ିଶାର କେତକ ସ୍ଥାନରେ ୪୦ ଡ଼ିଗ୍ରୀ କିମ୍ବା ଅଧିକ ତାପମାତ୍ରା ରେକର୍ଡ ସହ  ଅସ୍ୱାଭାବିକ ପାଣିପାଗ  ଅନୁଭୂତ ହେବାର ସମ୍ଭାବନା ରହିଛି

0
404

By Our Correspondent

BHUBANESWAR: ଆଗାମୀ ୪ଦିନ ଯାଏଁ ରାଜ୍ୟରେ ଦିନ ତାପମାତ୍ରା ରେ ବିଶେଷ ପରିବର୍ତନର ସମ୍ଭାବନା ଥିବାବେଳେ ପରବର୍ତୀ ସମୟରେ ଏଥିରେ ବୃଦ୍ଧି ସମ୍ଭାବନା ରହିଛି | ଆଗାମୀ ୫ ଦିନ ଯାଏଁ ଆଭ୍ୟନ୍ତରୀଣ ଓଡ଼ିଶାର କେତକ ସ୍ଥାନରେ ୪୦ ଡ଼ିଗ୍ରୀ କିମ୍ବା ଅଧିକ ତାପମାତ୍ରା ରେକର୍ଡ ସହ  ଅସ୍ୱାଭାବିକ ପାଣିପାଗ  ଅନୁଭୂତ ହେବାର ସମ୍ଭାବନା ରହିଛି.

ଆଜି ଦିନ ୨ ଟା ୩୦ ସୁଦ୍ଧା ରେକର୍ଡ ତାପମାତ୍ରା. ସମ୍ବଲପୁର: ୪୩.୨  ଡ଼ିଗ୍ରୀ, ଝାରସୁଗୁଡା: ୪୨.୪  ଡ଼ିଗ୍ରୀ, ହୀରାକୁଦ: ୪୧.୬  ଡ଼ିଗ୍ରୀ, କେନ୍ଦୁଝର: ୩୭.୮  ଡ଼ିଗ୍ରୀ .

ଭୁବନେଶ୍ୱର: ୩୭.୦  ଡ଼ିଗ୍ରୀ, ଚାନ୍ଦବାଲି: ୩୬.୮ ଡ଼ିଗ୍ରୀ, ବାଲେଶ୍ୱର: ୩୩.୪ ଡ଼ିଗ୍ରୀ, ଗୋପାଳପୁର: ୩୩.୦ ଡ଼ିଗ୍ରୀ, ପାରାଦ୍ୱୀପ: ୩୩.୦ ଡ଼ିଗ୍ରୀ, ପୁରୀ: ୩୨.୬ ଡ଼ିଗ୍ରୀ.

LEAVE A REPLY

Please enter your comment!
Please enter your name here