Tamando P.S Case No 215, woman accused arrested

0
253
Ansari Bibi (38), W/O- Gautam Jena of Vill- Dumduma, Jadupur, PS- Khandagiri, Bhubaneswar UPD

By Our Correspondent

BHUBANESWAR:  Tamando P.S Case No 215, Dtd.15.8.2023, U/S-21 (c)/29 NDPS Act.PO: Near Nilakntheswar Mandira, Kalinga Vihar, PS- Tamando, Bhubaneswar UPD.

Gist of the Case:

ଏକ ବିଶେଷ ସୂତ୍ରରୁ ହସ୍ତଗତ ହୋଇଥିବା ସୂଚନା ଆଧାରରେ ତମାଣ୍ଡୋ ଥାନାଧିକାରୀଙ୍କ ନିର୍ଦ୍ଧେଶ କ୍ରମେ ସମ୍ପୃକ୍ତ ଥାନାର ଏକ ସ୍ପେଶାଲ ଟିମ କଳିଙ୍ଗ ବିହାର ଅନ୍ତର୍ଗତ ନିଳକଣ୍ଠେଶ୍ଵର ମନ୍ଦିର ନିକଟରେ ଅତର୍କିତ ଚଢଉ କରି ପୂର୍ବରୁ ଜଣେ ମୁଖ୍ୟ ଅଭିଯୁକ୍ତଙ୍କ ସହିତ ଜଣେ ସହଯୋଗୀଙ୍କୁ କାବୁ କରିବାରେ ସକ୍ଷମ ହୋଇଥିଲେ । ଅଭିଯୁକ୍ତଙ୍କ ତଲାସି ବେଳେ ପୁଲିସ ସେମାନଙ୍କ ନିକଟରୁ ମୋଟ ୨୮୨ ଗ୍ରାମ ଓଜନର ବ୍ରାଉନ ସୁଗାର, ଏବଂ ଏକ ମୋବାଇଲ ଫୋନ ଜବତ କରିଥିଲେ ।

ତଦନ୍ତ ବେଳେ ଜଣା ପଡିଥିଲା ଯେ, ମୁଖ୍ୟ ଅଭିଯୁକ୍ତ ଜଣକ ନିୟମିତ ଭାବେ ବାଲେଶ୍ବର ଅଞ୍ଚଳରୁ ବିପୁଳ ପରିମାଣର ବ୍ରାଉନ ସୁଗାର ଆଣି କେତେକ ଏଜେଣ୍ଟ ଜରିଆରେ ଭୁବନେଶ୍ଵର ସହରରେ ଏହି ବେଆଇନ ବ୍ରାଉନ ସୁଗାର ବିକ୍ରୟ କାର୍ଯ୍ୟ କରିଆସୁଥିଲେ । ଏହି ମାମାଲାର ଅଧିକ ତଦନ୍ତ ଚାଲିଥିବା ସମୟରେ ପୁଲିସ ଅନ୍ୟ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛନ୍ତି । ପଚରାଉଚରା ସମୟରେ ଅଭିଯୁକ୍ତ ଜଣକ ନିଜ ଦୋଷ ସ୍ଵୀକାର କରିଥିଲେ । ବର୍ତ୍ତମାନ ଏହି ମାମଲାର ଅଧିକ ତଦନ୍ତ ଚାଲୁ ରହିଛି ।

ବିଦ୍ର: ଜନସାଧାରଣମାନେ ନିଶା କାରବାର ଜନିତ ସୂଚନା ପ୍ରଦାନ କରିବା ନିମନ୍ତେ ଭୁବନେଶ୍ୱର ସହରାଞ୍ଚଳ ପୁଲିସ ତରଫରୁ ଏକ ହ୍ଵାଟ୍ସଆପ ନମ୍ବର- ୭୦୭୭୭୯୮୧୧୧ ଜାରି କରାଯାଇଛି ।

Name and Address of Accused Persons:

1.         Ansari Bibi (38), W/O- Gautam Jena of Vill- Dumduma, Jadupur, PS- Khandagiri, Bhubaneswar UPD.

LEAVE A REPLY

Please enter your comment!
Please enter your name here