Maitri Vihar PS Case No-276, woman drugs peddler arrested

0
511
Tilatama Nayak @Tila (50), W/O- Udia Nayak of Vill- Bantala, PS- Oadagaon, Dist- Nayagarh, At/Pr- Adibasi Gaon, Salia Sahi, PS- Maitri Vihar, Bhubaneswar UPD

By Our Correspondent

BHUBANESWAR:  Maitri Vihar PS Case No-276, Dtd.28.8.2023, U/S-21 (b)/29 NDPS Act.PO: Near Pharmacy College, Adibasi Gaon, Salia Sahi, PS- Maitri Vihar, BBSR UPD.

Gist of the Case:

ଏକ ବିଶେଷ ସୂତ୍ରରୁ ହସ୍ତଗତ ହୋଇଥିବା ସୂଚନା ଆଧାରରେ ମୈତ୍ରୀବିହାର ଥାନାଧିକାରୀଙ୍କ ନିର୍ଦ୍ଧେଶ କ୍ରମେ ସମ୍ପୃକ୍ତ ଥାନାର ଏକ ସ୍ପେଶାଲ ଟିମ ସାଲିଆସାହି ଠାରେ ଥିବା ଫର୍ମାସୀ କଲେଜ ନିକଟରେ ଅତର୍କିତ ଚଢଉ କରି ନିମ୍ନୋକ୍ତ ଅଭିଯୁକ୍ତଙ୍କୁ କାବୁ କରିବାରେ ସକ୍ଷମ ହୋଇଥିଲେ ।

ଅଭିଯୁକ୍ତଙ୍କ ତଲାସି ବେଳେ ପୁଲିସ ତାଙ୍କ ନିକଟରୁ ମୋଟ ୫.୧ଗ୍ରାମ ଓଜନର ବ୍ରାଉନ ସୁଗାର, ଏବଂ ଏକ ମୋବାଇଲ ଫୋନ ଜବତ କରିଥିଲେ । ପଚରାଉଚରା ସମୟରେ ଅଭିଯୁକ୍ତ ଜଣକ ନିଜ ଦୋଷ ସ୍ଵୀକାର କରିଥିଲେ ।

ଏହି ଘଟଣାକୁ କେନ୍ଦ୍ରକରି ମୈତ୍ରୀବିହାର ଥାନା ପୁଲିସ ଏକ ବେଆଇନ ବ୍ରାଉନସୁଗାର ବିକ୍ରି ଜନିତ ମାମଲା ରୁଜୁ କରିବା ସହିତ ନିମ୍ନୋକ୍ତ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ।ବର୍ତ୍ତମାନ ଏହି ମାମଲାର ଅଧିକ ତଦନ୍ତ ଚାଲୁ ରହିଛି ।

ବିଦ୍ର: ଜନସାଧାରଣମାନେ ନିଶା କାରବାର ଜନିତ ସୂଚନା ପ୍ରଦାନ କରିବା ନିମନ୍ତେ ଭୁବନେଶ୍ୱର ସହରାଞ୍ଚଳ ପୁଲିସ ତରଫରୁ ଏକ ହ୍ଵାଟ୍ସଆପ ନମ୍ବର- ୭୦୭୭୭୯୮୧୧୧ ଜାରି କରାଯାଇଛି ।

Name and Address of Accused Persons:

1.         Tilatama Nayak @Tila (50), W/O- Udia Nayak of Vill- Bantala, PS- Oadagaon, Dist- Nayagarh, At/Pr- Adibasi Gaon, Salia Sahi, PS- Maitri Vihar, Bhubaneswar UPD.

Article Seized:

1.         Contraband Brown Sugar of 5.1grams.

2.         One Mobile Phone.

LEAVE A REPLY

Please enter your comment!
Please enter your name here