Maitri Vihar PS Case No-275, accused woman arrested

0
433
Bale Hembram (28), W/O- Tika Hembram of Tulasi Bana, PS- Jharpokhari, Dist- Mayurbhanj, At/Pr- Idco Basti, Salia Sahi, PS- Maitri Vihar, Bhubaneswar UPD

By Our Correspondent

BHUBANESWAR:   Maitri Vihar PS Case No-275, Dtd.28.8.2023, U/S-52 (a) (i) Odisha Excise Act.PO: Near Idco Basti, Salia Sahi, PS- Maitri Vihar, BBSR UPD.

Gist of the Case:

ଆଜି ମୈତ୍ରୀବିହାର ଥାନା ପୁଲିସ ବେଆଇନ ଦେଶୀମଦ ବିକ୍ରୟ ଅଭିଯୋଗରେ ନିମ୍ନୋକ୍ତ ଅଭଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ।ଏକ ବିଶେଷ ସୂତ୍ରରୁ ହସ୍ତଗତ ହୋଇଥିବା ସୂଚନା ଆଧାରରେ ମୈତ୍ରୀବିହାର ଥାନାଧିକାରୀଙ୍କ ନିର୍ଦ୍ଧେଶ କ୍ରମେ ସମ୍ପୃକ୍ତ ଥାନାର ଏକ ପେଟ୍ରୋଲିଙ୍ଗ ଟିମ ସାଲିଆସାହି ଅନ୍ତର୍ଗତ ଇଡକୋ ବସ୍ତିରେ ଅତର୍କିତ ଚଢଉ କରି ସାଧାରଣରେ ବେଆଇନ ଭାବେ ଦେଶୀ ମଦ ବିକ୍ରି କରୁଥିବା ଅଭିଯୋଗରେ ନିମ୍ନୋକ୍ତ ଅଭିଯୁକ୍ତଙ୍କୁ କାବୁ କରିବାରେ ସକ୍ଷମ ହୋଇଥିଲେ ।

ଅଭିଯୁକ୍ତଙ୍କ ତଲାସି ବେଳେ ପୁଲିସ ତାଙ୍କ ନିକଟରୁ ମୋଟ ୫ଲିଟର ଦେଶୀମଦ ଜବତ କରିଥିଲେ । ପଚରାଉଚରା ସମୟରେ ଅଭିଯୁକ୍ତ ଜଣକ ଏହି ଦେଶୀମଦ ବିକ୍ରୟ ନେଇ କୌଣସି ଲାଇସେନ୍ସ ଦେଖାଇପାରି ନଥିବା ବେଳେ ନିଜ ଦୋଷ ସ୍ଵୀକାର କରିଥିଲେ ।ବର୍ତ୍ତମାନ ଏହି ମାମଲାର ଅଧିକ ତଦନ୍ତ ଚାଲୁ ରହିଛି ।

Name and Address of Accused Persons:

Bale Hembram (28), W/O- Tika Hembram of Tulasi Bana, PS- Jharpokhari, Dist- Mayurbhanj, At/Pr- Idco Basti, Salia Sahi, PS- Maitri Vihar, Bhubaneswar UPD.

Article Seized:ID liquor of 5ltr.

LEAVE A REPLY

Please enter your comment!
Please enter your name here