Khandagiri PS case No.77, two accused arrested

0
359
1. Debi Prasad Jena aka Bubu (25), S/O- Ajay Kumar Jena of Vill- Srirampur, PS- Pattamundai, Dist- Kendrapara, At/Pr- Gandamunda, Talabania, PS- Khandagiri, Bhubaneswar UPD. 2. Sanatan Behera aka Sania (23), S/O- Ramesh Behera of Pokhariput, PS- Airport, Bhubaneswar UPD

By Biswanath Dash

BHUBANESWAR: Khandagiri PS case No.77, dtd.13.02.2019, U/s– 341/323/379/34 IPC .PO:On the way to Baramunda Ticket Counter,PS- Khandagiri, Bhubaneswar UPD.

Gist of the Case:

ଖଣ୍ଡଗିରି ଥାନା ପୁଲିସ ଉପରୋକ୍ତ ମାମଲାରେ ସମ୍ପୃକ୍ତ ଥିବା ଅଭିଯୋଗରେ ନିମ୍ନୋକ୍ତ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ଗତ ତା.୧୨.୦୨.୨୦୨୩ ରିଖ ବିଳମ୍ବିତ ରାତିରେ ଅଭିଯୋଗକାରୀ ଜଣକ ବିଶ୍ରାମ ନେବା ନିମନ୍ତେ ବରମୁଣ୍ଡା ଟିକେଟ କାଉଣ୍ଟର ନିକଟକୁ ଯିବା ସମୟରେ ନିମ୍ନୋକ୍ତ ଦୁଇ ଅଭିଯୁକ୍ତ ଏବଂ ତାଙ୍କ ସହଯୋଗୀ ମାନେ ତାଙ୍କୁ ପଛରୁ ଡାକି ଅଟକାଇବା ସହିତ ହଠାତ ଖଣ୍ଡା ଓ ଲୁହାଛଡ଼ ସାହଯ୍ୟରେ ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ ଆହତ ହୋଇ ଅଭିଯୋଗକାରୀ ଜଣକ ତଳେ ପଡିଯିବା ପରେ ଅଭିଯୁକ୍ତ ମାନେ ତାଙ୍କ ନିକଟରେ ଥିବା ୧୨,୫୦୦ ଟଙ୍କା ଏବଂ ବେକରୁ ଏକ ସୁନା ଚେନ ଲୁଟକରି ନେଇଯାଇଥିଲେ । ସ୍ଥାନୀୟ ଲୋକ ଘଟଣା ସ୍ଥଳରେ ପହଞ୍ଚି ତାଙ୍କୁ ଉଦ୍ଧାର କରିବା ସହିତ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରିଥିଲେ ।

ଏହି ଘଟଣାର ଅଭିଯୋଗ ପରେ ଖଣ୍ଡଗିରି ଥାନା ପୁଲିସ ମାମଲା ରୁଜୁକରି ତଦନ୍ତ କରିବା ସହିତ ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ଜାଗମରା ରାସ୍ତାରେ ଚଢଉ କରି ନିମ୍ନୋକ୍ତ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସକ୍ଷମ ହୋଇଥିଲେ । ଛାନଭିନ୍ନ ସମୟରେ ପୁଲିସ ଉଭୟ ଅଭିଯୁକ୍ତଙ୍କ ନିକଟରୁ ଘଟଣାରେ ବ୍ଯବହୃତ ଏକ ଖଣ୍ଡା ଜବତ କରିଥିବା ବେଳେ ଉଭୟ ଅଭିଯୁକ୍ତ ନିଜର ଅପରାଧ ସ୍ଵୀକାର କରିଥିଲେ ।

ନିମ୍ନୋକ୍ତ ଦୁଇ ଅଭିଯୁକ୍ତଙ୍କ ମଧ୍ୟରୁ ଅଭିଯୁକ୍ତ ଦେବୀ ପ୍ରସାଦ ଜେନା ଓରଫ ବାବୁଙ୍କ ନାମରେ ଖଣ୍ଡଗିରି ଥାନାରେ ମୋଟ ୮ଗୋଟି ମାମଲା ରହିଥିବା ବେଳେ ନୟାପଲ୍ଲୀ ଥାନାରେ ୪ଟି ଏବଂ ଖାରବେଳନଗର ଥାନା ଓ ଚନ୍ଦ୍ରଶେଖରପୁର ଥାନାରେ ଗୋଟିଏ ଲେଖାଏଁ ଅପରାଧିକ ମାମଲା ରହିଥିବା ତଦନ୍ତ ବେଳେ ଜଣାପଡିଛି । ଅଭିଯୁକ୍ତ ଜଣକ ଅଭ୍ଯାସଗତ ଭାବେ ବିଭିନ୍ନ ଅପରାଧରେ ଲିପ୍ତ ରହୁଥିବାରୁ ତାଙ୍କ ବିରୋଧରେ CrPC-110 ଧାରା ଅନୁଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବା ଲାଗି ପଦକ୍ଷେପ ନିଆଯାଉଅଛି । ସେହିପରି ଅଭିଯୁକ୍ତ ସନାତନ ବେହେରା ଓରଫ ସନିଆଙ୍କ ନାମରେ ମଧ୍ୟ ଖଣ୍ଡଗିରି ଥାନାରେ ଦୁଇଟି ମାମଲା ରହିଛି । ଏହି ମାମଲାର ଅଧିକ ତଦନ୍ତ ଚାଲୁ ରହିଛି ।

Name and Address of Accused Person:

  1. Debi Prasad Jena aka Bubu (25), S/O- Ajay Kumar Jena of Vill- Srirampur, PS- Pattamundai, Dist- Kendrapara, At/Pr- Gandamunda, Talabania, PS- Khandagiri, Bhubaneswar UPD.
  2. Sanatan Behera aka Sania (23), S/O- Ramesh Behera of Pokhariput, PS- Airport, Bhubaneswar UPD.

Article Seized:

  1. One sword.

LEAVE A REPLY

Please enter your comment!
Please enter your name here