Airport PS case No.269, One accused arrested

0
309
Siba Maharana (20), S/O- Mantu Maharana, Near Chandi Mandir, Buxi Bazar, PS- Cantonment, Dist- Cuttack, At/Pr- Sitanath Nagar Basti, PS- Chandrasekharpur, Bhubaneswar UPD

By Biswanath Dash

BHUBANESWAR: Airport PS case No.269, dtd.04.08.2023, U/s– 341/354 (A)/354 (D)/506/ 509 IPC/ R.w sec 12 of POCSO Act.PO: PS- Airport, Bhubaneswar UPD.

Gist of the Case:

ଏୟାରପୋର୍ଟ ଥାନା ପୁଲିସ ଉପରୋକ୍ତ ମାମଲାରେ ସମ୍ପୃକ୍ତ ଥିବା ଅଭିଯୋଗରେ ନିମ୍ନୋକ୍ତ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ସମ୍ପୃକ୍ତ ପୀଡିତା ଜଣକ ଭୁବନେଶ୍ବରର ଏକ ସରକାରୀ ବିଦ୍ୟାଳୟରେ ଅଧ୍ୟୟନ କରନ୍ତି । ନିମ୍ନୋକ୍ତ ଅଭିଯୁକ୍ତ ଜଣକ ପୀଡିତାଙ୍କୁ ଏକ ପଖିଆ ଭଲ ପାଇ ସ୍କୁଲ ଯିବା ରାସ୍ତାରେ ନିୟମିତ ଭାବେ ପିଛା କରିବା ସହିତ ରାସ୍ତାରେ ନାନାପ୍ରକାର ହଇରାଣ ହରକତ କରିଥାନ୍ତି । ଘଟଣା ଦିନ ପୀଡ଼ିତା ଜଣକ ତାଙ୍କର ଜଣେ ବନ୍ଧୁଙ୍କ ସହିତ ମିଶି ସ୍କୁଲକୁ ଯାଉଥିଲେ ।

ଏହି ସମୟରେ ନିମ୍ନୋକ୍ତ ଅଭିଯୁକ୍ତ ଜଣକ ତାଙ୍କୁ ରାସ୍ତାରେ ଅଟକାଇବା ସହିତ ଅଶାଳୀନ ବ୍ୟବହାର ପ୍ରଦର୍ଶନ କରିଥିଲେ । ଏହା ଦେଖି ପୀଡିତାଙ୍କ ବନ୍ଧୁ ଅଭିଯୁକ୍ତଙ୍କୁ ବିରୋଧ କରିବାରୁ, ଅଭିଯୁକ୍ତ ଜଣକ ତାଙ୍କୁ ମଧ୍ୟ ନାନାପ୍ରକାର ଧମକ ଚମକ ଦେଇଥିଲେ ।

 ଘଟଣାର ଅଭିଯୋଗ ପରେ ଏୟାରପୋର୍ଟ ଥାନା ପୁଲିସ ମାମଲା ରୁଜୁକରି ତଦନ୍ତ କରିବା ସହିତ ନିମ୍ନୋକ୍ତ ଅଭିଯୁକ୍ତଙ୍କୁ ଗିରଫ କରିଥିଲେ । ପଚରାଉଚରା ବେଳେ ଅଭିଯୁକ୍ତ ଜଣକ ନିଜର ଅପରାଧ ସ୍ଵୀକାର କରିଥିଲେ ।ବର୍ତ୍ତମାନ ଏହି ମାମଲାର ଅଧିକ ତଦନ୍ତ ଚାଲୁ ରହିଛି ।

Name and Address of Accused Person:

Siba Maharana (20), S/O- Mantu Maharana, Near Chandi Mandir, Buxi Bazar, PS- Cantonment, Dist- Cuttack, At/Pr- Sitanath Nagar Basti, PS- Chandrasekharpur, Bhubaneswar UPD.

LEAVE A REPLY

Please enter your comment!
Please enter your name here