ରାଜ୍ୟର ଏଗାର ଗୋଟି ଜିଲ୍ଲାର ସମସ୍ତ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଅଧ୍ୟୟନ କାର୍ଯ୍ୟ ଶତପ୍ରତିଶତ ଚାଲୁ ରହିଛି- ନିର୍ଦ୍ଦେଶକ, ପ୍ରାଥମିକ ଶିକ୍ଷା

0
849

By Our Correspondent

BHUBANESWAR: ରାଜ୍ୟର ଏଗାର ଗୋଟି ଜିଲ୍ଲାର ସମସ୍ତ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଅଧ୍ୟୟନ କାର୍ଯ୍ୟ ଶତପ୍ରତିଶତ ଚାଲୁ ରହିଛି। ବାକି ଜିଲ୍ଲାଗୁଡିକରେ ପ୍ରାୟତଃ ଶତକଡା ଷାଠିଏ ଭାଗ ପ୍ରାଥମିକ ବିଦ୍ୟାଳୟ କାର୍ଯ୍ୟ କରୁଅଛି।

ସେହିପରି ରାଜ୍ୟରେ ପ୍ରାୟ ଶତକଡା ଷାଠିଏ ଭାଗ ଶିକ୍ଷକ ନିଜ କାର୍ଯ୍ୟରେ ଯୋଗଦାନ କରି ଅଧ୍ୟୟନ ଜାରି ରଖିଛନ୍ତି। ବିଭିନ୍ନ ପ୍ରାଥମିକ ଶିକ୍ଷକ ସଂଘଙ୍କ ସହ ବାରମ୍ବାର ଆଲୋଚନାକୁ ଦୃଷ୍ଟିରେ ରଖି ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ନିଜ ନିଜ କାର୍ଯ୍ୟରେ ଯୋଗଦାନ କରିବା ପାଇଁ ଅନୁରୋଧ କରାଯାଇଛି, ନିର୍ଦ୍ଦେଶକ, ପ୍ରାଥମିକ ଶିକ୍ଷା, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଓଡ଼ିଶା ସରକାର.

LEAVE A REPLY

Please enter your comment!
Please enter your name here