ରାଜ୍ଯ ବାଣିଜ୍ଯ ଓ ପରିବହନ ବିଭାଗ ଏବଂ ଗୋପାଳପୁର ବନ୍ଦର ମଧ୍ଯରେ  ଏକ ବୁଝାମଣାପତ୍ର ସ୍ବାକ୍ଷରିତ

0
271
ରାଜ୍ଯ ବାଣିଜ୍ଯ ଓ ପରିବହନ ବିଭାଗ ଏବଂ ଗୋପାଳପୁର ବନ୍ଦର ମଧ୍ଯରେ ଆଜି ଏକ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି

By Our Correspondent

BHUBANESWAR: ରାଜ୍ଯ ବାଣିଜ୍ଯ ଓ ପରିବହନ ବିଭାଗ ଏବଂ ଗୋପାଳପୁର ବନ୍ଦର ମଧ୍ଯରେ ଆଜି ଏକ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି।

ବୁଝାମଣାପତ୍ର ଅନୁସାରେ ୧୧୯.୭୧ ଏକର ଜମି ଗୋପାଳପୁର ବନ୍ଦରର ଉନ୍ନତିକରଣ ତଥା ସଂପ୍ରସାରଣ ନିମିତ୍ତ ଗୋପାଳପୁର ବନ୍ଦର କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର କରାଯାଇଛି।

ବନ୍ଦର ଉନ୍ନତିକରଣ ତଥା ସଂପ୍ରସାରଣ ଦିଗରେ ଏହା ସହାୟକ ହେବ।

LEAVE A REPLY

Please enter your comment!
Please enter your name here