By Our Correspondent
BHUBANESWAR: Balipatna PS Case No.338, dtd.29.09.2023, U/S-52 (a) Odisha Excise Act-2008.PO: At Dandasahi Canal Bridge, PS- Balipatna, Bhubaneswar UPD.
Gist of the Case:
ବାଲିପାଟଣା ଥାନା ପୁଲିସ ବେଆଇନ ଦେଶୀ ମଦ ବିକ୍ରୟ ଅଭିଯୋଗରେ ନିମ୍ନୋକ୍ତ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ।
ସୂଚନାଯୋଗ୍ୟ ଯେ, ବିଶେଷ ସୂତ୍ରରୁ ହସ୍ତଗତ ହୋଇଥିବା ସୂଚନା ଆଧାରରେ ବାଲିପାଟଣା ଥାନାଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ସମ୍ପୃକ୍ତ ଥାନାର ଏକ ପାଟ୍ରୋଲିଂ ଟିମ୍ ଥାନା ଅନ୍ତର୍ଗତ ଦାଣ୍ଡସାହି କେନାଲ ରୋଡ଼ ନିକଟରେ ଅଚାନକ ଚଢଉ କରିବା ସହ ସର୍ବସାଧାରଣରେ ବେଆଇନ ଦେଶୀ ମଦ ବିକ୍ରୟ କରିବା ଅଭିଯୋଗରେ ନିମ୍ନୋକ୍ତ ଅଭିଯୁକ୍ତଙ୍କୁ ଗିରଫ କରିଥିଲେ ।
ତଲାସି ବେଳେ ଅଭିଯୁକ୍ତଙ୍କ ହେପାଜତରୁ ମୋଟ ୩୫.୨୦୦ଲିଟର ଦେଶୀ ମଦ ଜବତ କରାଯାଇଥିଲା । ପଚରା ଉଚରା ବେଳେ, ଅଭିଯୁକ୍ତ ଜଣକ ଏହି ଦେଶୀ ମଦ ବିକ୍ରୟ ନେଇ କୌଣସି ବୈଧ ଲାଇସେନ୍ସ ଦେଖାଇପାରି ନଥିବା ବେଳେ, ଉକ୍ତ ଦେଶୀ ମଦକୁ ବେଆଇନ ଭାବରେ ସର୍ବସାଧାରଣରେ ବିକ୍ରୟ କରୁଥିବା ଦର୍ଶାଇଥିଲେ । ବର୍ତ୍ତମାନ ଏହି ମାମଲାର ଅଧିକ ତଦନ୍ତ ଚାଲୁ ରହିଛି ।
Name and Address of Accused Persons: Bichitra Nayak (41), S/o- Banamali Nayak, Vill- Dandasahi, PS- Balipatna, Dist- Khordha.
Seizure:Total 35.200ltrs of Aska-40 ID Liquor.









![Ministry of Rural Development has notified the Schedule of Permissible Works under the Viksit Bharat – Guarantee for Rozgar and Ajeevika Mission (Gramin) [VB–G RAM G] Act, 2025, providing for 375 permissible works under the new rural works framework](https://indianewsdiary.com/wp-content/uploads/2026/10/Viksit-Bharat-–-Guarantee-for-Rozgar-and-Ajeevika-Mission-Gramin-VB–G-RAM-G-Act-218x150.png)


















