
By Our Correspondent
BHUBANESWAR: Mancheswar PS Case No.412, dtd.29.09.2023, U/S-394 IPC.PO: At Dhirkuti Basti, PS- Mancheswar, Bhubaneswar UPD.
Gist of the Case:
ମଞ୍ଚେଶ୍ଵର ଥାନା ପୁଲିସ ଅଭିଯୋଗକାରୀ ହୀରାଲାଲ ଶର୍ମାଙ୍କ ଅଭିଯୋଗ ଭିତ୍ତିରେ ତଦନ୍ତ କରିବା ସହିତ ନିମ୍ନୋକ୍ତ ଅଭିଯୁକ୍ତ ଦ୍ଵୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ।
ସୂଚନାଯୋଗ୍ୟ ଯେ, ଗତ ତା ୨୮.୦୯.୨୦୨୩ ରିଖରେ ଅଭିଯୋଗକାରୀ ତାଙ୍କର କାମ ରୁ ଘରକୁ ଫେରୁଥିବା ସମୟରେ ମଞ୍ଚେଶ୍ଵର ଧୀରକୁଟି ବସ୍ତି ନିକଟରେ ନିମ୍ନୋକ୍ତ ଅଭିଯୁକ୍ତ ଦ୍ୱୟ ତାଙ୍କୁ ବଳପୂର୍ବକ ଅଟକାଇ ତାଙ୍କର ମନିପର୍ସ ସହ ସେଥିରେ ଥିବା ନଗଦ ୧୬୫୦୦/- ଟଙ୍କା ଓ ଆଧାର କାର୍ଡ ଲୁଟ କରି ନେଇ ଯାଇଥିଲେ।
ଏନେଇ ଅଭିଯୋଗକାରୀ ମଞ୍ଚେଶ୍ଵର ଥାନାରେ ଅଭିଯୋଗ କରିବା ପରେ ପୁଲିସ ତଦନ୍ତ କରି ବିଶେଷ ସୂତ୍ରରୁ ଖବର ପାଇ ନିମ୍ନୋକ୍ତ ଅଭିଯୁକ୍ତ ଦୁହିଁଙ୍କୁ ପଳାଶୁଣି ବସ ଷ୍ଟପ ନିକଟରୁ କାବୁ କରିଥିଲେ । ପଚରା ଉଚରା ବେଳେ ଅଭିଯୁକ୍ତ ମାନେ ସେମାନଙ୍କର ଅପରାଧ ସ୍ଵୀକାର କରିଥିଲେ। ପୁଲିସ ଅଭିଯୁକ୍ତ ମାନଙ୍କ ହେପାଜତରୁ ସମୁଦାୟ ୩୦୦୦/- ଟଙ୍କା ଜବତ କରିବା ପରେ ସେମାନଙ୍କୁ ଅଧିକ ତଦନ୍ତ ପାଇଁ ଥାନାକୁ ଆଣିଥିଲେ ।ବର୍ତ୍ତମାନ ଏହି ମାମଲାର ଅଧିକ ତଦନ୍ତ ଚାଲୁ ରହିଛି ।
Name and Address of Accused Persons:
Chintu aka Devi Prasad Barada (25), S/o- Jambeswar Barada at- Kardapalli, PS- Fategarh, Dist- Nayagada, At/pr- Dhirkuti Basti, PS- Mancheswar, Dist- Khordha, and Rakesh Mahapatra (25), S/o- Panchanan Mahapatra at Ratikia, PS- Ratikia, Dist- Kandhamal, At/pr- Dhirkuti Basti, PS- Mancheswar, Dist- Khordha, BBSR UPD.
Seizure:Cash of Rs. 3000/-.








![Ministry of Rural Development has notified the Schedule of Permissible Works under the Viksit Bharat – Guarantee for Rozgar and Ajeevika Mission (Gramin) [VB–G RAM G] Act, 2025, providing for 375 permissible works under the new rural works framework](https://indianewsdiary.com/wp-content/uploads/2026/10/Viksit-Bharat-–-Guarantee-for-Rozgar-and-Ajeevika-Mission-Gramin-VB–G-RAM-G-Act-218x150.png)

















