
By Our Correspondent
BHUBANESWAR: Capital PS Case No. 480, dtd.09.08.2023, U/S-341/323/294/379/506 IPC.PO:Parking place of Heads of Dept. PS- Capital, Bhubaneswar UPD.
Gist of the Case:
କ୍ୟାପିଟାଲ ଥାନା ପୁଲିସ ଅଭିଯୋଗକାରୀ ଶ୍ରୀ ଗୌରାଙ୍ଗ ଚରଣ ପ୍ରଧାନଙ୍କ ଅଭିଯୋଗ କ୍ରମେ ମାମଲା ରୁଜୁ କରି ତଦନ୍ତ କରିବା ସହିତ ନିମ୍ନୋକ୍ତ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ।
ସୂଚନାଯୋଗ୍ୟ ଯେ, ଗତ ତା ୨୦.୦୭.୨୦୨୩ ରିଖ ରାତିପ୍ରାୟ ୮.୩୦ ରେ ଅଭିଯୋଗକାରୀ ନତାଲା ପାର୍କିଂ ନିକଟରେ ବସିଥିବା ସମୟରେ ନିମ୍ନୋକ୍ତ ଅଭିଯୁକ୍ତ ତାଙ୍କର ନିକଟକୁ ଆସିଥିଲେ ଏବଂ ତାଙ୍କର ୫,୫୦୦/- ଟଙ୍କା ଚୋରୀ କରିବା ପାଇଁ ଚେଷ୍ଠା କରିଥିଲେ। ଏନେଇ ଅଭିଯୋଗକାରୀ ଜାଣିପାରି ଅଭିଯୁକ୍ତକୁ ବିରୋଧ କରିବାରୁ ସେ ତାଙ୍କୁ ଅସଭ୍ୟ ଭାଷାରେ ଗାଳି କରିବା ସହ ତାଙ୍କୁ ବ୍ରେସଲେଟରେ ଆକ୍ରମଣ କରିଥିଲେ। ଅଭିଯୋଗକାରୀ ଏନେଇ କ୍ୟାପିଟାଲ ଥାନାରେ ଅଭିଯୋଗ କରିବା ପରେ ପୁଲିସ ତଦନ୍ତ କରି ନିମ୍ନୋକ୍ତ ଅଭିଯୁକ୍ତଙ୍କୁ ଗିରଫ କରିଥିଲେ ।
ପଚରା ଉଚରା ବେଳେ ଅଭିଯୁକ୍ତ ନିଜର ଅପରାଧ ସ୍ଵୀକାର କରିଥିଲେ । ଅଭିଯୁକ୍ତର ପୂର୍ବ ଅପରାଧିକ ସମ୍ପୃକ୍ତି ଯାଞ୍ଚ ବେଳେ ସେ କ୍ୟାପିଟାଲ ଥାନା ଓ ଖାରବେଳନଗର ଥାନାରେ ୨ଟି ଚୋରୀ ଓ ଲୁଟ ମାମଲାରେ କୋର୍ଟ ଚାଲାଣ ହୋଇଥିଲେ । ବର୍ତ୍ତମାନ ଏହି ମାମଲାର ଅଧିକ ତଦନ୍ତ ଚାଲୁ ରହିଛି ।
Name and Address of Accused Persons:
1. Badal Nayak (26), S/o- Lt. Bijay Kumar Nayak of Vill-Harijan Sahi, PS- Ranapur, Dist- Nayagarh, At/pr- Kesarinagar Basti, Unit-V, PS- Capital, Bhubaneswar UPD.








![Ministry of Rural Development has notified the Schedule of Permissible Works under the Viksit Bharat – Guarantee for Rozgar and Ajeevika Mission (Gramin) [VB–G RAM G] Act, 2025, providing for 375 permissible works under the new rural works framework](https://indianewsdiary.com/wp-content/uploads/2026/10/Viksit-Bharat-–-Guarantee-for-Rozgar-and-Ajeevika-Mission-Gramin-VB–G-RAM-G-Act-218x150.png)


















