ହଜାର କୋଟି ଟଙ୍କାରେ ନିର୍ମାଣାଧୀନ କନ୍ଧମାଳ ମେଡିକାଲ କଲେଜ ଓ ହସ୍ପିଟାଲ କାମ ୨୦୨୩ ଡିସେମ୍ବର ସୁଦ୍ଧା ହେବ ସମ୍ପୂର୍ଣ୍ଣ, ୫ଟି ସଚିବ ଶ୍ରୀ ଭି କେ ପାଣ୍ଡିଆନ୍

0
454
ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ୫ଟି ସଚିବ ଶ୍ରୀ ଭି କେ ପାଣ୍ଡିଆନ୍ ଆଜି କନ୍ଧମାଳ ଗସ୍ତ କରି ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରିଛନ୍ତି ।

By Our Correspondent

KANDHAMAL/BHUBANESWAR:  ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ୫ଟି ସଚିବ ଶ୍ରୀ ଭି କେ ପାଣ୍ଡିଆନ୍ ଆଜି କନ୍ଧମାଳ ଗସ୍ତ କରି ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରିଛନ୍ତି ।

ମା ବରାଳଦେବୀ ମନ୍ଦିରର ହେବ ସୌନ୍ଦର୍ଯ୍ୟକରଣ. ୫.୨୯ କୋଟି ଟଙ୍କାର ଫୁଲବାଣୀ ବସ ଷ୍ଟାଣ୍ଡ ପ୍ରକଳ୍ପର ନିର୍ମାଣ ଠିକ୍ ସମୟରେ ସାରିବାକୁ ନିର୍ଦ୍ଦେଶ. କନ୍ଧମାଳ ପର୍ଯ୍ୟଟନର ସାମଗ୍ରୀକ ବିକାଶ ପାଇଁ ଭିତ୍ତିଭୂମି ନିର୍ମାଣ

ହଜାର କୋଟି ଟଙ୍କାରେ ନିର୍ମାଣାଧୀନ କନ୍ଧମାଳ ମେଡିକାଲ କଲେଜ ଓ ହସ୍ପିଟାଲ କାମ ୨୦୨୩ ଡିସେମ୍ବର ସୁଦ୍ଧା ହେବ ସମ୍ପୂର୍ଣ୍ଣ.

ପ୍ରାୟ ୫୦୦ କୋଟି ଟଙ୍କାରେ କାର୍ଯ୍ୟକାରୀ ହେବ ମେଗା ପାଇପ ଜଳ ପ୍ରକଳ୍ପ. ଜିଲ୍ଲାର ୩୬ଟି ଶିକ୍ଷାନୁଷ୍ଠାନ (୧୧ଟି ଡିଗ୍ରୀ କଲେଜ ଓ ୨୫ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ) 5T ରୂପାନ୍ତର ଉପକ୍ରମରେ ସାମିଲ, ଖର୍ଚ୍ଚ ହେବ ୧୮.୭୫ କୋଟି.

LEAVE A REPLY

Please enter your comment!
Please enter your name here