ମୁଖ୍ୟମନ୍ତ୍ରୀ କଥାରେ ନୁହେଁ, କାମରେ ବିଶ୍ବାସ କରନ୍ତି- ପାଣ୍ଡିଆନ

0
50

By Our Correspondent

KORAPUT/BHUBANESWAR:   କୋରାପୁଟ ଜିଲ୍ଲା ପଟାଙ୍ଗୀ, ଲକ୍ଷ୍ମୀପୁରରେ 5T ଅଧ୍ୟକ୍ଷ ଶ୍ରୀ କାର୍ତ୍ତିକ ପାଣ୍ଡିଆନ ଜନସାଧାରଣଙ୍କୁ ସମ୍ବୋଧନ କରିଛନ୍ତି। ଦଳର ଲୋକସଭା ଓ ବିଧାନସଭା ପ୍ରାର୍ଥୀଙ୍କୁ ବିପୁଳ ଭୋଟରେ ଜିତାଇବାକୁ ସେ ଆହ୍ଵାନ ଦେଇଛନ୍ତି। ଉଭୟ ସଭାରେ ଅନେକ କଂଗ୍ରେସ ନେତା ଓ କର୍ମୀ ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି.

ମୁଖ୍ୟମନ୍ତ୍ରୀ କଥାରେ ନୁହେଁ, କାମରେ ବିଶ୍ବାସ କରନ୍ତି। ବିଜେଡିର ୨୧ ସାଂସଦ ପ୍ରାର୍ଥୀରୁ ୭ ଜଣ ମହିଳା। ମିଶନ ଶକ୍ତି, କାଳିଆ, ଲକ୍ଷ୍ମୀ ବସ୍‌ ଆଦି ଉଲ୍ଲେଖନୀୟ ଯୋଜନା ମାଧ୍ୟମରେ ସଶକ୍ତିକରଣରେ ଓଡ଼ିଶା ଆଗୁଆ ବୋଲି 5T ଅଧ୍ୟକ୍ଷ ଶ୍ରୀ କାର୍ତ୍ତିକ ପାଣ୍ଡିଆନ ଲକ୍ଷ୍ମୀପୁରରେ କହିଛନ୍ତି।

LEAVE A REPLY

Please enter your comment!
Please enter your name here