ବିଜୁଳି ଘଡଘଡି ସହ ପବନ ତଥା କିଛି ଜିଲ୍ଲାରେ କୁଆପଥର ବର୍ଷା ମଧ୍ୟ ସମ୍ଭାବନା , ରାଜ୍ୟର ଅନେକ ସ୍ଥାନରେ ଦିନ ତାପମାତ୍ରା ଆହୁରି 2 ରୁ 3ଡ଼ିଗ୍ରୀ ହ୍ରାସ ସମ୍ଭାବନା

0
66
rains-file

By Our Correspondent

BHUBANESWAR:   ଗତକାଲି ଠାରୁ କଳାବୈଶାଖୀ ପ୍ରକ୍ରିୟା ପାଇଁ ଆଜି ବାୟୁମଣ୍ଡଳର ମଧ୍ୟ ଏବଂ ଉପରିଭାଗରେ ବାୟୁଚଳା ଚଳ ସମ୍ପୂର୍ଣ୍ଣ ଅନୁକୂଳ ରହି, ଏହା ପ୍ରଭାବରେ ବିଜୁଳି ଘଡଘଡି ସହ ପବନ ତଥା କିଛି ଜିଲ୍ଲାରେ କୁଆପଥର ବର୍ଷା ମଧ୍ୟ ସମ୍ଭାବନା ରହିଛି l

ତାତିରୁ ସାମାନ୍ୟ ଆଶ୍ବସ୍ତି!! ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ କଳାବୈଶାଖୀ ବର୍ଷା ସହ ଦିନତାପମାତ୍ରା ରେ ବିଭିନ୍ନ ସ୍ଥାନରେ 2 ରୁ 3 ଡ଼ିଗ୍ରୀ ଯାଏଁ ହ୍ରାସ ସମ୍ଭାବନା |.

ଆଜି ସକାଳ 8ଟା 30 ସୁଦ୍ଧା ରେକର୍ଡ ତାପମାତ୍ରା

ଭଦ୍ରକ: 35.6°C, ବାଲେଶ୍ୱର: 35.4°C, ଫୁଲବାଣୀ: 34.6°C, ଭୁବନେଶ୍ୱର: 34.4°C, କଟକ: 34.2°C, କେନ୍ଦୁଝର: 34°C, ବାରିପଦା: 34°C, କେନ୍ଦ୍ରାପଡ଼ା: 33.4°C, ରାଉରକେଲା: 33.4°C, ଚାନ୍ଦବାଲି: 33.2°C, ପୁରୀ:33°C, ସୋନପୁର: 32.4°C, ଟିଟିଲାଗଡ଼: 32.4°C, ଜଗତସିଂହପୁର: 32.2°C.

 

LEAVE A REPLY

Please enter your comment!
Please enter your name here