ଖୁବଶୀଘ୍ର ରାଜ୍ଯରେ ‘ମୁଖ୍ୟମନ୍ତ୍ରୀ ମକା ମିଶନ’ ର ହେବ ଶୁଭାରମ୍ଭ, Rs ୪୮୧୯୪.୦୯ ଲକ୍ଷ ବିନିଯୋଗ କରିବେ ସରକାର

0
266
CM Naveen Patnaik-FILE

By Our Correspondent

BHUBANESWAR: ଖୁବଶୀଘ୍ର ରାଜ୍ଯରେ ‘ମୁଖ୍ୟମନ୍ତ୍ରୀ ମକା ମିଶନ’ ର ହେବ ଶୁଭାରମ୍ଭ I ଏହାସହ ଆଗାମୀ ୫ ବର୍ଷରେ ସଘନ କୃଷି ଓ ବିଲୁପ୍ତପ୍ରାୟ ଫସଲର ପୁନରୁଦ୍ଧାର କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବା ପାଇଁ ₹୪୮୧୯୪.୦୯ ଲକ୍ଷ ବିନିଯୋଗ କରିବେ ସରକାର I ରାଜ୍ୟ କ୍ଯାବିନେଟ ବୈଠକରେ ମୁଖ୍ୟମନ୍ତ୍ରୀ  ଏହି ଅନୁଦାନ ମଞ୍ଜୁର କରିଛନ୍ତି .

ବୈଜ୍ଞାନିକ ପଦ୍ଧତିରେ ଡାଲି, ମକା, ତୈଳବୀଜ, କପା ଓ ଝୋଟ ଆଦି ଫାଇବରଜାତୀୟ ଫସଲ ଅମଳ ବୃଦ୍ଧିକୁ ଗୁରୁତ୍ଵ ଦେଇଛନ୍ତି ସରକାର I

ଏହାସହ ଚାଷୀକୁଳ, ଉତ୍ପାଦକ ସଂଗଠନ, ମହିଳା ସ୍ଵୟଂ ସହାୟିକା ଗୋଷ୍ଠୀ, ଫସଲ ବିକ୍ରି, ବଜାର ସଂଯୋଗ ଏବଂ ଏକୀକରଣ ଜରିଆରେ ଗ୍ରାମାଞ୍ଚଳ ରୋଜଗାର ସୃଷ୍ଟି ଲକ୍ଷ୍ୟ ରଖିଛନ୍ତି ସରକାର I

LEAVE A REPLY

Please enter your comment!
Please enter your name here