ରଥଯାତ୍ରା ଉପଲକ୍ଷେ ପୁରୀ ଶରଧାବାଲି ସ୍ଥିତ ଭୋଳାନାଥ ବିଦ୍ୟାପୀଠରେ ଚାଲିଥିବା ପଲ୍ଲୀଶ୍ରୀ ମେଳା ପରିସରରେ ଆୟୋଜିତ ହୋଇଛି ସ୍ବତନ୍ତ୍ର ଫଟୋଚିତ୍ର ପ୍ରଦର୍ଶନୀ

0
470

By Our Correspondent

PURI/BHUBANESWAR:  ରଥଯାତ୍ରା ଉପଲକ୍ଷେ ପୁରୀ ଶରଧାବାଲି ସ୍ଥିତ ଭୋଳାନାଥ ବିଦ୍ୟାପୀଠରେ ଚାଲିଥିବା ପଲ୍ଲୀଶ୍ରୀ ମେଳା ପରିସରରେ ଆୟୋଜିତ ହୋଇଛି ସ୍ବତନ୍ତ୍ର ଫଟୋଚିତ୍ର ପ୍ରଦର୍ଶନୀ।

ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଆୟୋଜିତ ଏହି ପ୍ରଦର୍ଶନୀରେ ଓଡ଼ିଆ ସଂସ୍କୃତି ତଥା ମହାପ୍ରଭୁଙ୍କ ଶ୍ରୀଜଗନ୍ନାଥଙ୍କ ବିଭିନ୍ନ ରୀତିନୀତି ସମ୍ବନ୍ଧିତ ବହୁ ଦୁର୍ଲଭ ଫଟୋଚିତ୍ର ସ୍ଥାନିତ ହୋଇଛି।

ଚଳିତ ମାସ ୧୫ ତାରିଖ ପର୍ଯ୍ୟନ୍ତ ଦିନ ୧୦ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ସର୍ବସାଧାରଣଙ୍କ ନିମନ୍ତେ ଏହା ଖୋଲା ରହିବ।

 

LEAVE A REPLY

Please enter your comment!
Please enter your name here