Tennis Legend Andre Agassi meets Union Minister Dharmendra Pradhan

0
544
Tennis Legend Andre Agassi meets Union Minister Dharmendra Pradhan

By Our Correspondent

NEW DELHI: ଆମେରିକାର ଟେନିସ୍ ତାରକା ଓ ସ୍କୋୟାର ପାଣ୍ଡାର ଅଧ୍ୟକ୍ଷ ଆନ୍ଦ୍ରେ ଆଗାସୀ ଶୁକ୍ରବାର କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ତାଙ୍କ ନୂଆଦିଲ୍ଲୀ ସ୍ଥିତ ବାସଭବନରେ ସାକ୍ଷାତ୍ କରିବା ସହ ଶିକ୍ଷା ସମ୍ବନ୍ଧିତ ବିଭିନ୍ନ ବିଷୟରେ ଆଲୋଚନା କରିଛନ୍ତି ।

LEAVE A REPLY

Please enter your comment!
Please enter your name here