Tamando PS Case No.269, accused arrested

0
309
Bipin Bihari Nayak (50), S/o- Trinath Nahak, at- Beguniapada, PS- Beguniapada, Dist- Ganjam, At/pr- Baliapada, PS- Tamando, BBSR

By Our Correspondent

BHUBANESWAR:   Tamando PS Case No.269, dtd.11.10.2023, U/S-52 (a) The Odisha Excise Act.PO: At back side of Ajaya Higher Secondary High School, PS- Tamando, BBSR UPD.

Gist of the Case:

ତମାଣ୍ଡୋ ଥାନା ପୁଲିସ ବେଆଇନ ଦେଶୀ ମଦ ପରିବହନ ଅଭିଯୋଗରେ ନିମ୍ନୋକ୍ତ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ତମାଣ୍ଡୋ ଥାନାଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ସମ୍ପୃକ୍ତ ଥାନାର ଏକ ପାଟ୍ରୋଲିଂ ଟିମ୍ ଥାନା ପରିସର ଅଞ୍ଚଳରେ ପେଟ୍ରୋଲିଙ୍ଗ କରୁଥିବା ସମୟରେ, ନିମ୍ନୋକ୍ତ ଅଭିଯୁକ୍ତ ଜଣକ OD-02-AE-3548 ନମ୍ବର ବିଶିଷ୍ଟ ଏକ ମୋଟରସାଇକେଲରେ ଦେଶୀମଦ ନେଇ ତମାଣ୍ଡୋ ଗାଁ ରାସ୍ତା ଦେଇ ଯାଉଥିବାର ସୂଚନା ବିଶ୍ଵସ୍ତ ସୂତ୍ରରୁ ପାଇଥିଲେ ।

ସୂଚନା ମିଳିବ କ୍ଷଣି ପେଟ୍ରୋଲିଙ୍ଗ ଟିମ ତୁରନ୍ତ ଉକ୍ତ ସ୍ଥାନକୁ ଯିବା ସହ ଚଢଉ କରି ଅଭିଯୁକ୍ତଙ୍କୁ ମୋଟରସାଇକେଲ ସହିତ କାବୁ କରିଥିଲେ । ଛାନଭିନ ବେଳେ ପୁଲିସ ଅଭିଯୁକ୍ତଙ୍କ ହେପାଜତରୁ ଗୋଟିଏ ଧଳା ଜାରକିନ୍ ରେ ଥିବା ୮ ଲିଟର ଦେଶୀମଦ ଜବତ କରିଥିଲେ ।

ପଚରା ଉଚରା ବେଳେ, ଅଭିଯୁକ୍ତ ଜଣକ ଏହି ଦେଶୀ ମଦ ପରିବହନ ନେଇ କୌଣସି ବୈଧ ଲାଇସେନ୍ସ ଦେଖାଇପାରି ନଥିବା ବେଳେ, ନିଜ ଅପରାଧ ସ୍ଵୀକାର କରିଥିଲେ । ବର୍ତ୍ତମାନ ଏହି ମାମଲାର ଅଧିକ ତଦନ୍ତ ଚାଲୁ ରହିଛି ।

Name and Address of Accused Persons:

1.         Bipin Bihari Nayak (50), S/o- Trinath Nahak, at- Beguniapada, PS- Beguniapada, Dist- Ganjam, At/pr- Baliapada, PS- Tamando, BBSR.

Seizure:

1.         Total 8 ltrs of ID Liquor and

2.         One motorcycle bearing regd.no- OD-02-AE-3548.

LEAVE A REPLY

Please enter your comment!
Please enter your name here