Saheednagar PS Case No-138, accused arrested , 15 Mobile phones seized

0
146
Kabi Nayak (39), S/o- Pandu Nayak of Village Kulada, Ps- Tarasingh, Dist- Ganjam, At/Pr- Sriram Nagar Basti, Chakeisiani, Ps- Mancheswar Bhubaneswar UPD

By Our Correspondent

BHUBANESWAR: Saheednagar PS Case No-138, dated 09-03-2024, U/s- 379/411/413 IPC,PO- Near VSS Nagar Level Crossing, PS- Saheednagar, BBSR UPD.

Gist of the Case:

ଶହୀଦନଗର ଥାନା ପୁଲିସ ଉପରୋକ୍ତ ମାମଲା ରୁଜୁ କରାଇବା ସହ ତଦନ୍ତ କରି ନିମ୍ନୋକ୍ତ ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରିଛନ୍ତି।

ସୂଚନାଯୋଗ୍ୟ ଯେ, ବିଶ୍ଵସ୍ତ ସୂତ୍ରରୁ ହସ୍ତଗତ ହୋଇଥିବା ସୂଚନାକୁ ଆଧାର କରି ଶହୀଦନଗର ଥନାଧିକାରୀଙ୍କ ନିର୍ଦ୍ଧେଶକ୍ରମେ ସମ୍ପୃକ୍ତ ଥାନାର ପାଟ୍ରୋଲିଂ ଟୀମ ଭିଏସଏସ ନଗର ଲେଭେଲ କ୍ରସିଂ ନିକଟରେ ଅତର୍କିତ ଚଢଉ କରିବା ସହ ନିମ୍ନୋକ୍ତ ଅଭିଯୁକ୍ତଙ୍କୁ ଗୋଟିଏ ମୋଟରସାଇକେଲ ନିକଟରେ ଠିଆହୋଇ କିଛି ଚୋରୀ ମୋବାଇଲ ଫୋନ ସାଧାରଣରେ ବିକ୍ରୟ କରୁଥିବା ସମୟରେ କାବୁ କରିନେଇଥିଲେ ।

ତଲାସି ବେଳେ ଅଭିଯୁକ୍ତଙ୍କ ହେପାଜତରୁ ୧୫ଟି ମୋବାଇଲ ଫୋନ ଓ ଗୋଟିଏ ମୋଟରସାଇକେଲ ଜବତ କରାଯାଇଥିଲା । ପଚରା ଉଚରା ବେଳେ ଅଭିଯୁକ୍ତ ନିଜର ଅପରାଧ ସ୍ଵୀକାର କରିଥିଲେ। ବର୍ତ୍ତମାନ ଏହି ମାମଲାର ଅଧିକ ତଦନ୍ତ ଚାଲୁ ରହିଛି ।

Name and Address of Accused Persons:

Kabi Nayak (39), S/o- Pandu Nayak of Village Kulada, Ps- Tarasingh, Dist- Ganjam, At/Pr- Sriram Nagar Basti, Chakeisiani, Ps- Mancheswar Bhubaneswar UPD.

Seizure:15 Nos of mobile phone and One Motorcycle.

 

.

LEAVE A REPLY

Please enter your comment!
Please enter your name here