Bengali Dalal arrested from AIIMS-Bhubaneswar Cardiology Department OPD

0
199
Nirlov Roy (25), S/o- Lt. Subash Roy of Changra, PS- Moyana, Dist- Purbamedinpur, At/pr- Plot. No- 231, Lane-14, AIIMS Nagar, PS- Khandagiri, Dist- Khordha, BBSR UPD

By Our Correspondent

BHUBANESWAR: Khandagiri PS Case No-171, dtd.08.03.2024, U/s- 417/419/34 IPC. PO: At AIIMS OPD of Cardiology Department,  PS- Khandagiri, BBSR UPD.

Gist of the Case:

ଖଣ୍ଡଗିରି ଥାନା ପୁଲିସ ଅଭିଯୋଗକାରୀ ଡ଼ ରାମଚନ୍ଦ୍ର ବାରିକଙ୍କ ଅଭିଯୋଗ ଭିତ୍ତିରେ ତଦନ୍ତ କରିବା ସହ ନିମ୍ନୋକ୍ତ ଅଭିଯୁକ୍ତଙ୍କୁ ଆଜି ଗିରଫ କରି କୋର୍ଟ ଚାଲାଣ କରିଛନ୍ତି।

ସୂଚନାଯୋଗ୍ୟ ଯେ, ଅଭିଯୋଗକାରୀ ପେଷାରେ ଜଣେ ବରିଷ୍ଠ ଡାକ୍ତର ଏବଂ ସେ ଏମ୍ସ ହସ୍ପିଟାଲରେ କାର୍ଡିଓଲୋଜି ଡିପାର୍ଟମେଣ୍ଟରେ ଜଣେ ପ୍ରଫେସର ଓ ଏଚଓଡି ଭାବରେ କାର୍ଯ୍ୟରତ । ନିମ୍ନୋକ୍ତ ଅଭିଯୁକ୍ତ ଜଣକ ଏମ୍ସ ଓପିଡ଼ି ଟିକେଟ କାଉଣ୍ଟର ରୁ କାର୍ଡିଓଲୋଜି ଡିପାର୍ଟମେଣ୍ଟର ଟିକେଟ ସାଧାରଣ ମୂଲ୍ୟରେ କିଣିବା ସହ କିଛି ବ୍ୟକ୍ତିଗତ ଲାଭ ପାଇବା ପାଇଁ ଅସାଧୁ ଉପୟରେ ସାଧାରଣରେ ବିକ୍ରୟ କରୁଥିବାର ସୂଚନା ପାଇଥିଲେ। ଅଭିଯୋଗକାରୀ ତୁରନ୍ତ ଅଭିଯୁକ୍ତଙ୍କୁ କାବୁ କରିବା ସହ ଖଣ୍ଡଗିରି ଥାନାରେ ଲିଖିତ ଅଭିଯୋଗ କରିଥିଲେ ।

ପୁଲିସ ତଦନ୍ତ କରିବା ସହ ଅଭିଯୁକ୍ତଙ୍କୁ ଗିରଫ କରିଥିଲେ ଏବଂ ତାଙ୍କ ହେପାଜତରୁ ଓପିଡ଼ି ଟିକେଟ ଜବତ କରିଥିଲେ । ପଚରା ଉଚରା ବେଳେ ଅଭିଯୁକ୍ତ ନିଜର ଅପରାଧ ସ୍ଵୀକାର କରିବା ସହ କିଛି ସୁରକ୍ଷାକର୍ମୀଙ୍କ ସହାୟତାରେ ସେ ଏମ୍ସର ବିଭିନ୍ନ ଡିପାର୍ଟମେଣ୍ଟର ଓପିଡ଼ି ଟିକେଟ ସହଜରେ ପାଇଯାଉଥିଲେ ଏବଂ ସେଗୁଡିକୁ ସାଧାରଣ ଲୋକଙ୍କୁ ଅଧିକ ମୂଲ୍ୟରେ ବିକ୍ରୟ କରୁଥିବା ଦର୍ଶାଇଥିଲେ । ବର୍ତ୍ତମାନ ଏହି ମାମଲାର ଅଧିକ ତଦନ୍ତ ଚାଲୁ ରହିଛି ।

Name and Address of Accused Persons: Nirlov Roy (25), S/o- Lt. Subash Roy of Changra, PS- Moyana, Dist- Purbamedinpur, At/pr- Plot. No- 231, Lane-14, AIIMS Nagar, PS- Khandagiri, Dist- Khordha, BBSR UPD.

Seizure: One OPD ticket of Cardiology Dept. AIIMS Bhubaneswar.

 

.

 

LEAVE A REPLY

Please enter your comment!
Please enter your name here