Odisha Government never thinks about farmers, alleged BJP

0
458

By Our Correspondent

BHUBANESWAR:  ଓଡିଶାରେ ଚାଷୀ ସର୍ବଦା ଅବହେଳିତ ।ଓଡିଶାର ଚାଷୀ କେମିତି ଚାଷ କରିବ ସେ ବିଷୟରେ ରାଜ୍ୟ ସରକାର କେବେ ଚିନ୍ତା କରନ୍ତି ନାହିଁ। ଆଜି ବି ଓଡିଶାର ଚାଷୀ ଭଗବାନ ଭରସାରେ। ଉତ୍ତମ କିସମର ବିହନ ପାଇବା ଆମ ରାଜ୍ୟର ଚାଷୀଙ୍କ ପାଇଁ ସାତସ୍ଵପ୍ନ। କିନ୍ତୁ ରାଜ୍ୟର କୃଷିବିଭାଗ ହାତ ଟେକି ଦେଇଛି। , said BJP State general secretary Prithiviraj Harichandan on Thursday.

He said ‘ଚାଷୀଙ୍କୁ ସମବାୟ ଋଣ ମିଳୁନଥିବାରୁ ଚାଷୀ ମହାଜନଠାରୁ ନେଉଥିବା ଋଣ ସୁଝି ନପାରି ଆତ୍ମହତ୍ୟା କରୁଛି କିମ୍ବା ଦାଦନ ଖଟି ଯାଉଛି। ପିଏମକିଷାନ ଯୋଜନାରେ ମଧ୍ୟ ରାଜ୍ୟ ସରକାରଙ୍କ ଅପାରଗତା ଯୋଗୁଁ କେନ୍ଦ୍ରକୁ କୃଷକଙ୍କ ତଥ୍ୟ ରାଜ୍ୟ ସରକାର ଦେଇନାହାନ୍ତି।କାଳିଆ ଯୋଜନାରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ୧୦ହଜାର ଟଙ୍କା ଏବେ ୪ହଜାରରେ ପହଞ୍ଚିଛି।,’.

କୃଷିବୀମା ବିଷୟରେ ରାଜ୍ୟ ସରକାର କୁମ୍ଭୀର କାନ୍ଦଣା କାନ୍ଦୁଥିଲେ ମଧ୍ୟ ଗତକାଲି କେନ୍ଦ୍ର କୃଷିମନ୍ତ୍ରୀ ଦେଇଥିବା ଚିଠିରୁ ସ୍ପଷ୍ଟ ହୋଇଛି ଯେ ରାଜ୍ୟ ସରକାର ନିଜ ଭୂମିକା ସଠିକ ନିର୍ବାହନ କରିନାହାନ୍ତି। ଚାଷୀଭାଇଙ୍କ ସମସ୍ଯା ଦୂରକରିବା ପାଇଁ ଆସନ୍ତାକାଲିଠୁଁ ବିଧାନସଭା ଆଗରେ ବିଜେପି ପକ୍ଷରୁ ଅନିର୍ଦ୍ଦିଷ୍ଟକାଳ ପାଇଁ ଆନ୍ଦୋଳନ କରାଯିବ।, he added.

LEAVE A REPLY

Please enter your comment!
Please enter your name here