Industry Secretary Seeks Cooperation from Media for Make in Odisha Conclave-2022

0
452
Odisha Industry Secretary Hemant Sharma flanked by Information and Public Relations Department secretary Sanjay Singh and Director Indramani Tripathy briefing media about Make in Odisha Conclave-2022 in Bhubaneswar on Friday.

By Our Correspondent

BHUBANESWAR: ମେକ୍ ‌ଇନ୍ ଓଡିଶା କନକ୍ଲେଭ୍‌ର ବ୍ୟାପକ ପ୍ରଚାର ପ୍ରସାର ନିମନ୍ତେ ଗଣମାଧ୍ୟମର ମହତ୍ବପୂର୍ଣ୍ଣ ଯୋଗଦାନକୁ ଦୃଷ୍ଟିରେ ରଖି Information and Pubic Relations Department ପ୍ରମୁଖ ଶାସନ ସଚିବ Sanjay Singh ଏବଂ Industry Department ପ୍ରମୁଖ ଶାସନ ସଚିବ ଶ୍ରୀ ହେମନ୍ତ ଶର୍ମା  ମିଡିଆ ପ୍ରତିନିଧିଙ୍କ ସହ ବିସ୍ତୃତ ଆଲୋଚନା କରିଛନ୍ତି।

ଇଡ୍‌କୋ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏକ ବୈଠକରେ ଶ୍ରୀ ଶର୍ମା ମେକ ଇନ ଓଡ଼ିଶା କନ୍‌କ୍ଳେଭ୍‌ର ସଫଳତା ନିମନ୍ତେ ମିଡିଆର ସହଯୋଗ କାମନା କରିଥିଲେ। ଶ୍ରୀ ସିଂ ମିଡିଆ ପରିଚାଳନା ନିମନ୍ତେ ନିଆଯାଇଥିବା ପଦକ୍ଷେପ ସମ୍ବନ୍ଧରେ ସୂଚନା ପ୍ରଦାନ କରିଥିଲେ। ବୈଠକରେ ନିର୍ଦ୍ଦେଶକ ଶ୍ରୀ ଇନ୍ଦ୍ରମଣି ତ୍ରିପାଠୀଙ୍କ ସମେତ ଅଧିକାରୀମାନେ ଉପସ୍ଥିତ ଥିଲେ।

9 countries have confirmed their participation in the third edition of the state’s flagship biennial investors’ meet Make-in-Odisha scheduled to be held from November 30 to December 4 at Janata Maidan.

Chief Minister Naveen Patnaik will inaugurate the event and the industrial expo on November 30. He will host the plenary session with CXOs and business leaders from across the countries, the next day.

LEAVE A REPLY

Please enter your comment!
Please enter your name here