Nayapalli Police arrested 3 including a Woman in a Fraud Case, know details

0
427

By Biswanath Dash

BHUBANESWAR: Ref: Nayapalli PS Case No. 657, dt. 15.12.2019, U/s. 420/468/471/34 IPC turns to U/s-419/420/467/468/471/34/120-B IPC.PO: N6/498, IRC Village, Nayapalli, BBSR.

Gist of the FIR:

  ଗତ ତା ୧୫.୧୨.୨୦୧୯ ରିଖରେ ଅଭିଯୋଗକାରିଣୀଙ୍କ ଅଭିଯୋଗକ୍ରମେ ନୟାପଲ୍ଲୀ ଥାନାରେ ଉପରୋକ୍ତ ମାମଲା ରୁଜୁ କରାଯାଇଥିଲା । ନୟାପଲ୍ଲୀ ଥାନା ପୁଲିସ ମାମଲାର ତଦନ୍ତ କରି ନିମ୍ନୋକ୍ତ ଅଭିଯୁକ୍ତଙ୍କୁ ଗିରଫ କରିବା ପରେ ଆଜି କୋର୍ଟ ଚାଲାଣ କରିଛନ୍ତି । ଏହି ମାମଲାର ଅଧିକ ତଦନ୍ତ ଚାଲୁ ରହିଛି ।

ସୂଚନାଯୋଗ୍ୟ ଯେ, ୨୦୧୨-୧୩ ମସିହାରେ ସୁଧୀରକାନ୍ତ ସାମଲ ଓରଫ ଶୁଦ୍ଧିନ୍ଦ୍ର ସାମଲ ଓ ରୂପଶ୍ରୀ ଦାସ କମେଟ ଇନ୍ଟରନ୍ଯାଶନାଲ ଟ୍ରେଡର ପାଇଁ ସିସି ଲୋନ କରାଇ ଦେବାକୁ ଥାର୍ଡ ପାର୍ଟି ଇମୁଭେବୁଲ ପ୍ରପର୍ଟି (ଜାଗାବାଡି) ଶିକୁରିଟୀ ଭାବରେ ଓ ଗ୍ୟାରେଣ୍ଟର ଯୋଗାଡ କରୁଥିଲେ ।

ସେମାନେ ଗ୍ୟାରେଣ୍ଟର ଓ ଗ୍ୟାରେଣ୍ଟର ମାନଙ୍କର ଘରବାଡି କାଗଜ ପତ୍ର ଆଣି ଇଛୁକ ଗ୍ୟାରେଣ୍ଟର ମାନଙ୍କ ସହିତ ଉକ୍ତ କମ୍ପାନିରେ ଯୋଗାଯୋଗ କରାଇ କମିଶନ ଦିଆ କରାଇ ତାଙ୍କ ଘରବାଡି ଉପରେ ସ୍ୱଳ୍ପ ସମୟ ପାଇଁ ଲୋନ କରାଉଥିଲେ । ପଞ୍ଜାବ ନ୍ଯାଶନାଲ ବ୍ଯାଙ୍କରେ କମେଟ ଇନ୍ଟରନ୍ଯାଶନାଲ ଟ୍ରେଡର୍ଷର ଲୋନ ପାଇଁ, ସୁଧୀରକାନ୍ତ ସାମଲ ଓ ରୂପଶ୍ରୀ ଦାସ କିଛି ଗ୍ୟାରେଣ୍ଟର ମାନଙ୍କୁ ଆଣିଥିଲେ ଏବଂ ଗ୍ୟାରେଣ୍ଟର ମାନଙ୍କର ଘରଢିଅ କାଗଜପତ୍ର ମଧ୍ୟ ଦେଇଥିଲେ।

ସୁଧୀରକାନ୍ତ ସାମଲ ଓରଫ ଶୁଦ୍ଧିନ୍ଦ୍ର ସାମଲ ଓ ରୂପଶ୍ରୀ ଦାସ, ଅଜୟ ଚଉଧୁରୀ ତିନିଜଣ ମିଶି ଅଜୟ ଚଉଧୁରୀ ବାପା କହୁଥିବା ଜଣେ ଲୋକକୁ ନେଇ କାଗଜପତ୍ର ସହ ଲୋନ ପାଇଁ ପଞ୍ଜାବ ନ୍ଯାଶନାଲ ବ୍ଯାଙ୍କ, ସ୍ଟେଶନ ସ୍କୋୟାର ବ୍ରାଞ୍ଚ, ଭୁବନେଶ୍ବରରେ ଦସ୍ତଖତ କରାଇଥିଲେ ଓ ଲୋନ ପାଇଁ କିଛି ଜାଲି କାଗଜପତ୍ର ଦିଆ କରାଇଥିଲେ।

ପର ମୁହୂର୍ତରେ କମେଟ ଇନ୍ଟରନ୍ଯାଶନାଲ ଟ୍ରେଡର ଦ୍ଵାରା ଲୋନ ସୁଝା ନହେବାରୁ ଅଜୟ ଚଉଧୁରୀର ବାପା ଲକ୍ଷ୍ମୀଧର ଚଉଧୁରୀ ପାଖକୁ ନୋଟିସ ଆସିଥିଲା ଓ ସେମାନେ ଏହା ଜାଣିବାକୁ ପାଇଥିଲେ । ଏହାପରେ ସେମାନେ ବ୍ଯାଙ୍କରେ ଯୋଗାଯୋଗ କରି ଜାଣିବାକୁ ପାଇଥିଲେ ଯେ ତାଙ୍କ ଘରର କାଗଜପତ୍ର ବ୍ୟାଙ୍କରେ ବନ୍ଧା ପଡିଅଛି ଓ ତାଙ୍କ ନାମରେ କିଏ ଜାଲି ଦସ୍ତଖତ କରିଅଛି ।  ଏହି କେସରେ ତଦନ୍ତ କରି ପୁଲିସ ଉପୋରୋକ୍ତ ତିନି ଜଣ ଆସାମୀଙ୍କୁ ଗିରଫ କରିବା ସହ କିଛି ଜରୁରୀ ଦସ୍ତାବିଜ ଜବତ କରିବା ସହ ସେମାନଙ୍କୁ କୋର୍ଟ ଚାଲାଣ କରିଛି ।

Name & Address of Accused person:

1.                Sudhir Kanta Samal @ Sudhindra Kumar Samal (57), S/o – Nirabandhu Samal @ Nirodh Baran Samal of Meria Bazar, PS – Puri Ghat, Dist – Cuttack,

2.                Mrs. Rupashree Das (45), W/o – Bhakta Mohanty, D/o – Manmath Prasad Das of Vill Haripur Road, Buxi Bazar, Cuttack, At/pr New Rausa Patna, Gopabandhu Vihar, PS – Purighat, Dist- Cuttack and

3.                Ajay Kumar Choudhury(44), S/o Late Laxmidhar Choudhury, At N6/498, IRC Village, PS Nayapalli, Bhubaneswar, Dist – Khurdha.. 

LEAVE A REPLY

Please enter your comment!
Please enter your name here