Infocity Police arrested a youth, know why

0
379

Infocity Police arrested a youth, know why

By Biswanath Dash

BHUBANESWAR: Ref: Infocity PS Case No. 39, dt. 01.02.2023, U/s.341/342/354/456/506 IPC.PO:    Kanan Vihar, Phase-II, PS- Infocity, BBSR.

Gist of the FIR:

ଆଜି ଅଭିଯୋଗକାରିଣୀଙ୍କ ଅଭିଯୋଗକ୍ରମେ ଇନ୍ଫୋସିଟି ଥାନାରେ ଉପରୋକ୍ତ ମାମଲା ରୁଜୁ କରାଯାଇଥିଲା । ଇନ୍ଫୋସିଟି ଥାନା ପୁଲିସ ମାମଲାର ତଦନ୍ତ କରି ନିମ୍ନୋକ୍ତ ଅଭିଯୁକ୍ତକୁ ଗିରଫ କରିବା ପରେ ଆଜି କୋର୍ଟ ଚାଲାଣ କରିଛନ୍ତି । ଏହି ମାମଲାର ଅଧିକ ତଦନ୍ତ ଚାଲୁ ରହିଛି ।

ସୂଚନାଯୋଗ୍ୟ ଯେ, ଆଜି ଦିନ ପ୍ରାୟ ୧୨.୧୫ ସମୟରେ ନିମ୍ନୋକ୍ତ ଅଭିଯୁକ୍ତ କାନନ ବିହାର ଫେଜ-୨ରେ ପୀଡ଼ିତା ରହୁଥିବା ଭଡା ଘରର କବାଟ ବାଡେଇଥିଲେ ଏବଂ ଯେତେବେଳେ ପୀଡ଼ିତା ନିମ୍ନୋକ୍ତ ଅଭିଯୁକ୍ତକୁ ପଚାରିଲେ, ସେ କୌଣସି ଉତ୍ତର ନଦେଇ ତାଙ୍କ ଘରେ ପ୍ରବେଶ କରିଥିଲେ । ପୀଡ଼ିତା ଏନେଇ ବିରୋଧ କରିବାରୁ ଅଭିଯୁକ୍ତ ଜଣକ ପୀଡିତଙ୍କ ଜୀବନ ନଷ୍ଟ କରିଦେବାର ଧମକ ଦେଇ ଘର ଭିତରେ ତାଙ୍କୁ ତାଲା ପକାଇ ଦେଇଥିଲେ ।

ପୀଡ଼ିତା ଅତ୍ୟଧିକ ଭୟଭୀତ ହୋଇଯାଇଥିଲେ ଏବଂ ୧୧୨ କୁ ଫୋନ କଲ କରିଥିଲେ ।  କିଛି ସମୟ ପରେ ପିସିଆର-୩୧ ଘଟଣାସ୍ଥଳରେ ପହଞ୍ଚି ଘରର କବାଟ ଭାଙ୍ଗି ପିଡ଼ିତାଙ୍କୁ ଉଦ୍ଧାର କରିଥିଲେ । ଏହି ମାମଲାର ତଦନ୍ତ କରି ପୁଲିସ ନିମ୍ନୋକ୍ତ ଆସାମୀଙ୍କୁ ଗିରଫ କରିବା ସହ କୋର୍ଟ ଚାଲାଣ କରିଛି ।

Name & Address of Accused person:

1.                Gautam Das(26), S/o- Ruchira Kumar Das of Vill- Turanga, Kulanda Sahi, PS- Nalco, Dist- Anugul. 

LEAVE A REPLY

Please enter your comment!
Please enter your name here