Maitri Vihar PS Case No.-85 , accused arrested and forwarded to Court

0
422
Baba aka Basant Kumar Swain (44), S/O- Lingaraj Swain of Vill- Bhapur, PS- fategarh, Dist- Nayagarh, At/Pr- Shakti Vihar, Near Kendriya Vidyalay No-3, PS- Mancheswar, Bhubaneswar UPD

By Biswanath Dash

BHUBANESWAR:  Maitri Vihar PS Case No.-85, dtd.19.03.2023, U/S-364 (A)/507 IPC turned to U/S-342/364 (A)/368/120-B IPC.PO:Near VSS Nagar Hanuman Temple, PS. Saheednagar, Bhubaneswar UPD.

Gist of the FIR:

ଗତ ତା.୧୯.୦୩.୨୦୨୩ ଅଭିଯୋଗକରିଣୀଙ୍କ ଅଭିଯୋଗକ୍ରମେ ମୈତ୍ରୀବିହାର ଥାନା ପୁଲିସ ନିମ୍ନୋକ୍ତ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ପୀଡ଼ିତ ମନୋଜ ସେଠୀ ଗତ ତା.୧୮୦୩.୨୦୨୩ ରିଖ ସନ୍ଧ୍ୟାରେ ଶ୍ରୀ ଲିଙ୍ଗରାଜ ଅଞ୍ଚଳରେ କରୁଥିବା କାମରୁ ଘରକୁ ଫେରୁଥିବା ସମୟରେ ନିମ୍ନୋକ୍ତ ଅଭିଯୁକ୍ତ ଏବଂ ତାଙ୍କ ସହଯୋଗୀ ମାନେ ଭିଏସଏସ ନଗର ସ୍ଥିତ ହନୁମାନ ମନ୍ଦିର ନିକଟରୁ ତାଙ୍କୁ ଏକ କାର ଯୋଗେ ଅପହରଣ କରି ନେଇ ଯାଇଥିଲେ । ଅଭିଯୁକ୍ତମାନେ ମନୋଜଙ୍କ ମୋବାଇଲ ଫୋନରୁ ତାଙ୍କର ସ୍ତ୍ରୀଙ୍କୁ ଫୋନ କରିବା ସହ ତାଙ୍କ ସ୍ବାମୀଙ୍କୁ ମୁକୁଳାଇବା ପାଇଁ ୫ଲକ୍ଷ ଟଙ୍କା ଦାବି କରିଥିଲେ ।

ଅଭିଯୋଗକାରିଣୀଙ୍କ ଅଭିଯୋଗ ପରେ, ମୈତ୍ରୀ ବିହାର ଥାନା ପୁଲିସ ତଦନ୍ତ କରି ପୂର୍ବରୁ ୩ ଜଣ ଅଭିଯୁକ୍ତଙ୍କୁ ଗାଡକଣ ଅଞ୍ଚଳରୁ କାବୁ କରି କୋର୍ଟ ଚାଲାଣ କରିଥିବା ବେଳେ ସେମାନଙ୍କ ଅଧିନରୁ ପୀଡିତଙ୍କୁ ଉଦ୍ଧାର କରିଥିଲେ । ଏହି ମାମାଲାର ଅଧିକ ତଦନ୍ତ ଚାଲୁରହିଥିବା ବେଳେ ଆଜି ନିମ୍ନୋକ୍ତ ଅଭିଯୁକ୍ତଙ୍କୁ ଗିରଫ କରିବାରେ ପୁଲିସ ସକ୍ଷମ ହୋଇଥିଲେ । ତଦନ୍ତ ବେଳେ ଅଭିଯୁକ୍ତ ଜଣକ ନିଜ ଦୋଷ ସ୍ଵୀକାର କରିଥିଲେ ।

ଏହି ମାମଲାର ଅଧିକ ତଦନ୍ତ ଚାଲୁ ରହିଛି । 

Name and Address of Accused Persons:

1.         Baba aka Basant Kumar Swain (44), S/O- Lingaraj Swain of Vill- Bhapur, PS- fategarh, Dist- Nayagarh, At/Pr- Shakti Vihar, Near Kendriya Vidyalay No-3, PS- Mancheswar,  Bhubaneswar UPD.

LEAVE A REPLY

Please enter your comment!
Please enter your name here