Laxmisagar P.S Case No-52, accused arrested, know details

0
313
Tapas Kumar Jena (25), S/O_ Prafulla Kumar Jena of Kuhudi, Sorona, PS- Tangi, Dist- Khurdha, At/Pr- Jagannath Nagar, Road-14, PS- Laxmisagar, Bhubaneswar UPD

By Our Correspondent

BHUBANESWAR:  Laxmisagar P.S Case No-52, dtd.02.02.2024, U/s-341/307/506/34 IPC. PO: Near Martha Traders, Road No.7, Jagannath Nagar, PS- Laxmisagar, BBSR UPD.

Gist of the FIR:

ଲକ୍ଷ୍ମୀସାଗର ଥାନା ପୁଲିସ ଅଭିଯୋଗକାରିଣୀଙ୍କ ଅଭିଯୋଗ ଭିତ୍ତିରେ ତଦନ୍ତ କରିବା ସହ ନିମ୍ନୋକ୍ତ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ।

ସୂଚନା ଯୋଗ୍ୟ ଯେ, ଗତ ତା.୦୧.୦୨.୨୦୨୪ ରିଖ ରାତିରେ ଅଭିଯୋଗକାରିଣୀଙ୍କ ସ୍ବାମୀ ନିକଟସ୍ଥ ମେଡ଼ିସିନ ଦୋକାନରୁ ମେଡ଼ିସିନ ନେଇ ଘରକୁ ନିଜ ବାଇକ ଯୋଗେ ଫେରୁଥିବା ବେଳେ, ଜଗନ୍ନାଥ ନଗର ଅନ୍ତର୍ଗତ ରୋଡ଼ ନମ୍ବର-୭ ରେ ଥିବା ମର୍ଥା ଟ୍ରେଡର୍ସ ନିକଟରେ, ନିମ୍ନୋକ୍ତ ଅଭିଯୁକ୍ତ ଏବଂ ତାଙ୍କ ସହଯୋଗୀ ମାନେ ନିଶାସକ୍ତ ଅବସ୍ଥାରେ ପଛ ପାଖରୁ ଆସି ରାସ୍ତା ଦେବାଲାଗି କହିଥିଲେ ଏବଂ ହଠାତ ତାଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିବା ଆରମ୍ଭ କରିଦେଇଥିଲେ ।

ଅଭିଯୋଗକାରିଣୀଙ୍କ ସ୍ବାମୀ ଏହାର ବିରୋଧ କରିବାରୁ, ନିମ୍ନୋକ୍ତ ଅଭିଯୁକ୍ତ ଜଣକ ପାଖରେ ପଡିଥିବା ଏକ ପଥର ସାହାଯ୍ୟରେ ତାଙ୍କ ମୁଣ୍ଡକୁ ଲକ୍ଷ କରି ମରଣାନ୍ତକ ଆକ୍ରମଣ କରିଥିଲେ । ଏହି ଆକ୍ରମଣ ଫଳରେ ଅଭିଯୋଗକାରିଣୀଙ୍କ ସ୍ବାମୀଙ୍କ ମୁଣ୍ଡରେ ଗୁରୁତର ଆଘାତ ଲାଗିଥିଲା ।

ଘଟଣାର ଅଭିଯୋଗ ପରେ ପୁଲିସ ମାମଲା ରୁଜୁକରି ତଦନ୍ତ କରିବା ସହିତ ଚଢଉ ଜରିଆରେ ନିମ୍ନୋକ୍ତ ଅଭିଯୁକ୍ତଙ୍କୁ କାବୁ କରିବାରେ ସକ୍ଷମ ହୋଇଥିଲେ ।  ପଚରା ଉଚରା ବେଳେ ଅଭିଯୁକ୍ତ ଜଣକ ନିଜର ଅପରାଧ ସ୍ଵୀକାର କରିଥିଲେ ।  ଏହି ମାମଲାର ଅଧିକ ତଦନ୍ତ ଚାଲୁ ରହିଛି ।

Name and Address of accused persons:

1.         Tapas Kumar Jena (25), S/O_ Prafulla Kumar Jena of Kuhudi, Sorona, PS- Tangi, Dist- Khurdha, At/Pr- Jagannath Nagar, Road-14,  PS- Laxmisagar, Bhubaneswar UPD.

LEAVE A REPLY

Please enter your comment!
Please enter your name here