Kharvelnagar PS Case No-41, accused arrested, know details

0
177
Piyush Kumar Das (58), S/O- Anatha Bandhu Das, At- Plot No-58, Madhusudan Nagar, PS- Kharvelnagar, Bhubaneswar UPD

By Our Correspondent

BHUBANESWAR:   Kharvelnagar PS Case No-41, dtd.23.01.2024, U/S- 294/506/341/323/354/354 (A)/34 IPC.PO: Plot No-58, Madhusudan Nagar, PS- Kharvelnagar, BBSR UPD.

Gist of the FIR:ଖାରବେଳନଗର ଥାନା ପୁଲିସ ଅଭିଯୋଗକାରିଣୀଙ୍କ ଅଭିଯୋଗ ଭିତ୍ତିରେ ତଦନ୍ତ କରିବା ସହ ନିମ୍ନୋକ୍ତ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ।

ସୂଚନା ଯୋଗ୍ୟ ଯେ, ଅଭିଯୋଗକାରିଣୀ ଜଣକ ନିମ୍ନୋକ୍ତ ଅଭିଯୁକ୍ତଙ୍କ ମାଙ୍କ ଘରେ ଗତ ୨୦୨୧ ମସିହାରୁ ଭଡାରେ ରହିଆସୁଛନ୍ତି । ସେଠାରେ ଭଡାରେ ରହିବା ଦିନ ଠାରୁ ନିମ୍ନୋକ୍ତ ଅଭିଯୁକ୍ତ ଜଣକ ଅଭିଯୋଗକାରିଣୀଙ୍କୁ ଲକ୍ଷ୍ୟ କରି ନିୟମିତ ଭାବେ ଅଶ୍ରାବ୍ୟ ଭାଷା ପ୍ରୟୋଗ କରିବା ସହିତ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେଇଆସୁଥିଲେ ।

ଗତ ତା.୨୩.୦୧.୨୦୨୩ ରିଖ ଦିନ ଅଭିଯୋଗକାରିଣୀ ଘର ମାଲିକଙ୍କ ଅନୁମତି ଆଧାରରେ ଜଣେ ଟେକନିସିଆନକୁ ଡାକି ଘରେ ସିସିଟିଭି ଲଗାଉଥିବା ବେଳେ ନିମ୍ନୋକ୍ତ ଅଭିଯୁକ୍ତ ଜଣକ ହଠାତ ସେଠାରେ ପହଞ୍ଚି ଟେକନିସିଆନକୁ ଏକ ଶକ୍ତ ଧକା ପକାଇବା ସହ ଅଭିଯୋଗକାରିଣୀଙ୍କୁ ମାଡ଼ ମାରିଥିଲେ ଏବଂ ତାଙ୍କ ସହ ଅସଦାଚରଣ ମଧ୍ୟ କରିଥିଲେ ।

ଅଭିଯୋଗକାରିଣୀଙ୍କ ଅଭିଯୋଗ ଆଧାରରେ, ପୁଲିସ ତଦନ୍ତ କରିବା ସହିତ ନିମ୍ନୋକ୍ତ ଅଭିଯୁକ୍ତଙ୍କୁ ଗିରଫ କରିଥିଲେ । ପଚରାଉଚରା ବେଳେ ଅଭିଯୁକ୍ତ ଜଣକ ନିଜ ଅପରାଧ ସ୍ଵୀକର କରିଥିଲେ ।ବର୍ତ୍ତମାନ ଏହି ମାମଲାର ଅଧିକ ତଦନ୍ତ ଚାଲୁ ରହିଛି ।

Name and Address of accused persons: Piyush Kumar Das (58), S/O- Anatha Bandhu Das, At- Plot No-58, Madhusudan Nagar, PS- Kharvelnagar, Bhubaneswar UPD.

LEAVE A REPLY

Please enter your comment!
Please enter your name here