Infocity P.S Case No-56, accused arrested

0
158
Manoj Kumar Mallik (45), S/o- Bashista Mallik, At- Sudraukumpa, PS- Sadar Phulbani, Dist- Kandhamala, At/pr- Saliasahi, Hatiasuni Nagar, PS- Maitree Vihar, Bhubaneswar, Dist- Khordha

By Our Correspondent

BHUBANESWAR:  Infocity P.S Case No-56, dt.05.02.2024, U/s- 279/337/538 IPC.PO:At DHFC Bank, near Magnetic Chhak, PS- Infocity, Bhubaneswar UPD.

Gist of the Case:

ଇନ୍ଫୋସିଟି ଥାନା ପୁଲିସ ଅଭିଯୋଗକାରିଣୀଙ୍କ ଅଭିଯୋଗ ଭିତ୍ତିରେ ତଦନ୍ତ କରିବା ସହ ନିମ୍ନୋକ୍ତ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ଗତ ତା ୦୪.୦୨.୨୦୨୪ ରିଖ ରାତି ପ୍ରାୟ ୮ ଟାରେ ଅଭିଯୋଗକାରିଣୀଙ୍କ ସ୍ବାମୀ ପଟିଆ ପାର୍ଶ୍ଵରୁ ନିଜ ଗାଁ ଶିଖରଚଣ୍ଡୀ ନଗରକୁ ଫେରୁଥିବା ବେଳେ, ଜୟଦେବବିହାରରୁ ପଟିଆ ପାର୍ଶ୍ଵକୁ ଆସୁଥିବା ଏକ ମୋ ବସ ମ୍ୟାଗନେଟିକ ଚକ ନିକଟରେ ଥିବା ଡିଏଚଏଫସି ବ୍ଯାଙ୍କ ନିକଟରେ ତାଙ୍କ ପଛ ପଟୁ ଧକ୍କା ଦେଇଥିଲା । ଫଳରେ ଅଭିଯୋଗକାରିଣୀଙ୍କ ସ୍ବାମୀ ଘଟଣା ସ୍ଥଳରେ ଗୁରୁତର ହୋଇଥିବାରୁ କିଛି ସ୍ଥାନୀୟ ଲୋକେ ତାଙ୍କୁ ହସ୍ପିଟାଲ କୁ ସ୍ଥାନାନ୍ତରିତ କରିଥିଲେ ।

ପରବର୍ତ୍ତୀ ସମୟରେ ଏନେଇ ଇନ୍ଫୋସିଟି ଥାନାରେ ମାମଲା ରୁଜୁ ହେବା ପରେ ପୁଲିସ ମାମଲାର ତଦନ୍ତ କରିବା ସହ ନିମ୍ନୋକ୍ତ ଅଭିଯୁକ୍ତ ଡ୍ରାଇଭରଙ୍କୁ ଗିରଫ କରି ତାଙ୍କର ହେପାଜତରୁ ସମ୍ପୃକ୍ତ ବସ ଟିକୁ ମଧ୍ୟ ଜବତ କରିଥିଲେ । ପଚରା ଉଚରା ବେଳେ ଅଭିଯୁକ୍ତ ଜଣକ ନିଜର ଅପରାଧ ସ୍ଵୀକାର କରିଥିଲେ।  ବର୍ତ୍ତମାନ ଏହି ମାମଲାର ଅଧିକ ତଦନ୍ତ ଚାଲୁ ରହିଛି ।

Name and Address of the Accused person:

1.         Manoj Kumar Mallik (45), S/o- Bashista Mallik, At- Sudraukumpa, PS- Sadar Phulbani, Dist- Kandhamala, At/pr- Saliasahi, Hatiasuni Nagar, PS- Maitree Vihar, Bhubaneswar, Dist- Khordha.

Article Seized-            One bus.

LEAVE A REPLY

Please enter your comment!
Please enter your name here