Info Valley PS case No. 293/23, Six accused arrested , know details

0
395
Info valley PS case No. 293/23, dtd 11.09.2023,U/s 395 IPC.PO: Near Ganapati bricks Factory, Talakheta chhak, PS- Infovalley, BBSR UPD

By Biswanath Dash

BHUBANESWAR: Info valley PS case No. 293/23, dtd 11.09.2023,U/s 395 IPC.PO: Near Ganapati bricks Factory, Talakheta chhak, PS- Infovalley, BBSR UPD.

Gist of the Case:

ଇନ୍ଫୋଭ୍ୟାଲି ଥାନା ପୁଲିସ ଅଭିଯୋଗକାରୀ ପ୍ରଦୀପ୍ତ କୁମାର ଭୁଜବଳଙ୍କ ଅଭିଯୋଗ ଭିତ୍ତିରେ ତଦନ୍ତ କରିବା ସହ ନିମ୍ନୋକ୍ତ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ଗତ କାଲି ତା ୧୧.୦୯.୨୦୨୩ ରିଖ ଅପରାହ୍ନରେ ଅଭିଯୋଗକାରୀ ତାଙ୍କର କାରରେ ଛତାବର ପାର୍ଶ୍ଵରୁ ଏନଏଚ-୧୬ ଆଡକୁ ଇନ୍ଫୋଭ୍ୟାଲି ତଳଖେତା ରାସ୍ତା ଦେଇ ଆସୁଥିବା ସମୟରେ ଇନ୍ଫୋଭ୍ୟାଲି ରାସ୍ତାରେ ଥିବା ଇନ୍ଫୋସୀସ ବିଲ୍ଡିଂ ନିକଟରେ ନିମ୍ନୋକ୍ତ ଅଭିଯୁକ୍ତ ମାନେ ତାଙ୍କୁ ଏକ କାରରେ ଅନୁସରଣ କରୁଥିବାର ଦେଖିଥିଲେ । ଏହା ଦେଖିବା ପରେ ଅଭିଯୋଗକାରୀ ଆଗକୁ ବଢିଥିଲେ ଏବଂ ତଳଖେତା ରାସ୍ତାରେ ଥିବା ଗଣପତି ଇଟା ଫ୍ଯାକ୍ଟରି ନିକଟରେ ନିମ୍ନୋକ୍ତ ଅଭିଯୁକ୍ତ ମାନେ ଜାଣି ଶୁଣି ତାଙ୍କର କାରର ପଛ ପାର୍ଶ୍ଵରୁ ସେମାନଙ୍କ କାରରେ ଧକ୍କା ଦେଇଥିଲେ ।

 ଅଭିଯୋଗକାରୀ ତାଙ୍କର କାରଟିକୁ ଧୀର କରିବାରୁ ଅଭିଯୁକ୍ତ ମାନେ ସେମାନଙ୍କ କାରଟିକୁ ଆଣି ଅଭିଯୋଗକାରୀଙ୍କ କାର ଆଗରେ ରଖିଥିଲେ । ଏହାପରେ ଅଭିଯୁକ୍ତମନେ ସେମାନଙ୍କ କାରରୁ ବାହାରି ଅଭିଯୋଗକାରୀଙ୍କ କାର ନିକଟକୁ ଆସିଥିଲେ ଏବଂ ତାଙ୍କୁ କାର ଭିତରୁ ବଳପୂର୍ବକ ଟାଣି ଆଣି ଲୁହା ରଡ ଓ ଭୁଜାଲିରେ ଆକ୍ରମଣ କରିଥିଲେ । ଏଥିରେ ଅଭିଯୋଗକାରୀ ଗୁରୁତର ଆହତ ହେବା ପରେ ଅଭିଯୁକ୍ତମାନେ ବଳପୂର୍ବକ ତାଙ୍କର ବେକରେ ଭୁଜାଲି ଲଗାଇ ତାଙ୍କର ୨ରି ସୁନା ମୁଦି, ଗୋଟିଏ ସୁନା ବ୍ରେସଲେଟ ଓ ୧୫୦୦୦/- ଟଙ୍କା ଲୁଟ କରି ଘଟଣା ସ୍ଥଳରୁ ଚାଲି ଯାଇଥିଲେ ।

ଅଭିଯୋଗକାରୀ ଏନେଇ ଇନ୍ଫୋଭ୍ୟାଲି ଥାନାରେ ଅଭିଯୋଗ କରିବା ପରେ ପୁଲିସ ତଦନ୍ତ କରି ବିଶେଷ ସୂତ୍ରରୁ ଖବର ପାଇ ନିମ୍ନୋକ୍ତ ଅଭିଯୁକ୍ତ ମାନଙ୍କୁ ଗୋହିରିଆ ଛକ ନିକଟରେ ଗୋଟିଏ କାର ଭିତରେ ଅନ୍ୟତ୍ର ଅପରାଧ ଘଟାଇବା ପାଇଁ ଯୋଜନା ପ୍ରସ୍ତୁତ କରୁଥିବା ସମୟରେ କାବୁ କରିବାରେ ସକ୍ଷମ ହୋଇଥିଲେ । ଅଭିଯୁକ୍ତ ମାନଙ୍କର ତଲାସି ବେଳେ ସେମାନଙ୍କ ହେପାଜତରୁ ଗୋଟିଏ ବ୍ରେସଲେଟ, ୨ଟି ସୁନା ମୁଦି, ଗୋଟିଏ ମୋବାଇଲ ଫୋନ, ଓ ୧୪,୫୦୦/- ଟଙ୍କା ଜବତ କରିଥିଲେ ।

ପଚରା ଉଚରା ବେଳେ ଅଭିଯୁକ୍ତମନେ ସେମାନଙ୍କର ଅପରାଧ ସ୍ଵୀକାର କରିଥିବାରୁ ପୁଲିସ ସେମାନଙ୍କର ହେପାଜତରୁ ଅପରାଧରେ ବ୍ଯବହୃତ ଗୋଟିଏ ଭୁଜାଲି, ୪ଟି ଲୁହ ରଡ, ଏବଂ ଗୋଟିଏ କାର ଜବତ କରିଥିଲେ । ଅଭିଯୁକ୍ତ ମାନଙ୍କର ପୂର୍ବ ଅପରାଧିକ ସମ୍ପୃକ୍ତି ଯାଞ୍ଚ ବେଳେ ସେମାନେ ପେସାଗତ ଅପରାଧୀ ଏବଂ ଅଭିଯୁକ୍ତ ଫୁନୁ, ସନ୍ତୋଷ, ଅଜୁ, ଏବଂ ସୁଶାନ୍ତଙ୍କ ନାମରେ କେନ୍ଦ୍ରାପଡ଼ା, ଜଟଣୀ, ଇନ୍ଫୋଭ୍ୟାଲି, ଥାନାରେ ୨୦୦୯ ମସିହାରୁ ୨୦୨୩ ମସିହା ମଧ୍ୟରେ ୧୧ଟି ଲୁଟ ପରି ଅନେକ ଅପରାଧିକ ମାମଲା ରୁଜୁ ହେବା ସହ କୋର୍ଟ ଚାଲାଣ ହୋଇସାରିଥିଲେ ।ବର୍ତ୍ତମାନ ଏହି ମାମଲାର ଅଧିକ ତଦନ୍ତ ଚାଲୁ ରହିଛି ।

Name and Address of Accused Persons:

Funu @ Ambika Prasad Jagdev Mahapatra (49)  S/o- Late Abhay Ku. Jagdev, Aju @ Ajay Kumar Satpathy (52) S/o- Umacharan Satpathy, both are of Vill- Uttarmundamuhana,Janla, Ps- Info Valley, dist- Khordha.

Bulu @ Susant Kumar Sethi (45) S/o- Late Kashinath Sethi, Santosh Parida (42) S/o- Dharani Parida, both are of Vill- Ogalapada, Janla, Ps- Info Valley, Dist- Khordha.

Nilu @ Nilamani Parida (60) S/o- Late Gopinath Parida, and Papu @ Purna Chandra Mati (23) S/o- Dhirendra Mati both are of Vill- Andharua, Ps- Chandaka, Dist- Khordha.

Article Seized:

One Gold Bracelet and two numbers of Gold Ring,

One plus mobile,

Cash of Rs. -14,500,

One vujali(knife) and four numbers of iron rod,

One Fortuner Car No. OR 05 AU 1512.

LEAVE A REPLY

Please enter your comment!
Please enter your name here