ଗତ ୨୪ଘଣ୍ଟାରେ ୪ସ୍ଥାନରେ ଅତିପ୍ରବଳ ଏବଂ ୧୭ସ୍ଥାନରେ ପ୍ରବଳ ବର୍ଷା ରେକର୍ଡ

0
358

By Our Correspondent

BHUBANESWAR: ଗତ ୨୪ଘଣ୍ଟାରେ ଆଜି ସକାଳ ୮ଟା୩୦ ସୁଦ୍ଧା ରେକର୍ଡ ପ୍ରମୁଖ ବର୍ଷା. ୪ସ୍ଥାନରେ ଅତିପ୍ରବଳ ଏବଂ ୧୭ସ୍ଥାନରେ ପ୍ରବଳ ବର୍ଷା ରେକର୍ଡ .

ଲାଞ୍ଜିଗଡ(କଳାହାଣ୍ଡି): ୧୫୬.୪ ମିମି, ଦାରିଙ୍ଗବାଡି(କନ୍ଧମାଳ): ୧୨୮ ମିମି, ଚିତ୍ରାକୁଣ୍ଡ(ମାଲକାନଗିରି): ୧୧୭ମିମି, ଅତାବିରା(ବରଗଡ): ୧୧୬ମିମି, ଟିକାବାଲି(କନ୍ଧମାଳ): ୧୧୪ମିମି , ଭଞ୍ଜନଗର(ଗଞ୍ଜାମ): ୧୦୨ମିମି.

LEAVE A REPLY

Please enter your comment!
Please enter your name here