Crime File: Capital PS Case No-194, Accused arrested

0
314
Sridhara Behera (40), S/O- Bipra Behera of Tokaganda, PS- Bhanjanagar, Dist- Ganjam, At/Pr- Narayani Basti, Unit-8, PS- Capital, Bhubaneswar UPD

By Biswanath Dash

BHUBANESWAR:  Capital PS Case No-194, dtd.28.03.2023, U/S-341/294/506/323/307 IPC. PO. Narayani Basti, Unit-8, PS- Capital, Bhubaneswar UPD.

Gist of the FIR:

କ୍ୟାପିଟାଲ ଥାନା ପୁଲିସ ଉପରୋକ୍ତ ମାମଲାରେ ସମ୍ପୃକ୍ତି ଥିବା ଅଭିଯୋଗରେ ନିମ୍ନୋକ୍ତ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ନିମ୍ନୋକ୍ତ ଅଭିଯୁକ୍ତ ଓ ଅଭିଯୋଗକାରୀଙ୍କ ମଧ୍ୟରେ ପାରିବାରିକ ସମ୍ପର୍କ ଥିଲା ଏବଂ ଉଭୟ କ୍ୟାପିଟାଲ ଥାନା ଅନ୍ତର୍ଗତ ନାରାୟଣୀ ବସ୍ତିରେ ରହୁଥିଲେ । ଗତକାଲି ରାତିରେ ନିମ୍ନୋକ୍ତ ଅଭିଯୁକ୍ତ ଜଣକ ଅଭିଯୋଗକାରୀଙ୍କ ଘର ନିକଟକୁ ଆସିଥିଲେ । ସେଠାର କୌଣସି ଏକ ଘଟଣାକୁ ନେଇ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଥିଲା ଏବଂ  ଅଭିଯୋଗକାରୀ ଜଣକ ତାଙ୍କୁ ୧,୦୦୦ଟଙ୍କା ମାଗିଥିଲେ । ଅଭିଯୁକ୍ତ ଜଣକ ଟଙ୍କା ଦେବାକୁ ମନା କରିବାରୁ, ଏହାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହେବା ସହିତ ପେଲାଠେଲା ମଧ୍ୟ ହୋଇଥିଲା । ପରେ ଅଭିଯୁକ୍ତ ଜଣକ ଉତକ୍ଷିପ୍ତ ହୋଇ ଏକ କୋଦାଳ ସାହାଯ୍ୟରେ ଅଭିଯୋଗକାରୀଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ । ଯାହାଫଳରେ ଅଭିଯୋଗକାରୀ ଜଣକ ଏହି ଆକ୍ରମଣରେ ଗୁରୁତର ଆହତ ହୋଇଥିଲେ । ସ୍ଥାନୀୟ ଲୋକଙ୍କ ସହାୟତାରେ ଅଭିଯୋଗକାରୀଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ଘଟଣାର ଅଭିଯୋଗ ପରେ କ୍ୟାପିଟାଲ ଥାନା ପୁଲିସ ମାମଲା ରୁଜୁ କରି ତଦନ୍ତ କରିବା ସହିତ ନାରାୟଣୀ ବସ୍ତିରେ ଚଢଉ କରି ନିମ୍ନୋକ୍ତ ଅଭିଯୁକ୍ତଙ୍କୁ ଗିରଫ କରିଥିଲେ । ପଚରା ଉଚରା ସମୟରେ ଅଭିଯୁକ୍ତ ଜଣକ ନିଜ ଅପରାଧ ସ୍ଵୀକାର କରିଥିଲେ ।

ଏହି ମାମଲାର ଅଧିକ ତଦନ୍ତ ଚାଲୁ ରହିଛି  ।

Name & Address of Accused person:

1.         Sridhara Behera (40), S/O- Bipra Behera of Tokaganda, PS- Bhanjanagar, Dist- Ganjam, At/Pr- Narayani Basti, Unit-8, PS- Capital, Bhubaneswar UPD.

Article Seized:

1.         One Spade.

LEAVE A REPLY

Please enter your comment!
Please enter your name here