11 Temporary Information Centre for Rath Yatra

0
460

By Our Correspondent

BHUBANESWAR: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର #ରଥଯାତ୍ରା ପାଇଁ  Information and Public Relations Department  ପକ୍ଷରୁ ମନ୍ତ୍ରୀ ଶ୍ରୀ ପ୍ରଦୀପ କୁମାର ଅମାତଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ପ୍ରମୁଖ ଶାସନ ସଚିବ, ନିର୍ଦ୍ଦେଶକ ତଥା ଅଧିକାରୀଙ୍କ ଉପସ୍ଥିତିରେ ଅନୁଷ୍ଠିତ ଏହି ବୈଠକରେ ରଥଯାତ୍ରାରେ ବିଭାଗର ବିଭିନ୍ନ ଦାୟିତ୍ବ ନିର୍ବାହ ସମ୍ବନ୍ଧୀତ ଆଲୋଚନା ହୋଇଥିଲା।

ରଥଯାତ୍ରାର ସିଧାପ୍ରସାରଣ ଏବଂ ଲାଇଭ୍ କମନ୍ ଫିଡ୍ ପ୍ରଦାନ ପାଇଁ ବ୍ୟବସ୍ଥା କରାଯିବ। ପୁରୀରେ ୧୧ଟି ଅସ୍ଥାୟୀ ସୂଚନା କେନ୍ଦ୍ର ସ୍ଥାପନ କରାଯିବ। ରଥଯାତ୍ରା ସମୟରେ ସଂସ୍କୃତି ବିଭାଗ ସହଯୋଗରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯିବା ସହ ଜଗନ୍ନାଥ ସଂସ୍କୃତି ଉପରେ ଫଟୋଚିତ୍ର ପ୍ରଦର୍ଶନୀ ଆୟୋଜନ କରାଯିବ।

The Principal Secretary I & PR, Shri Vishnupad Sethi,Director Shri Indramani Tripathi and Utkal Prasagha-Odisha Review Editor Shri Lenin Mohanty, were among present.

LEAVE A REPLY

Please enter your comment!
Please enter your name here