ସୃଷ୍ଟି ହେବ  ଲଘୁଚାପ , ଓଡିଶା -ପଶ୍ଚିମବଙ୍ଗ ଉପକୂଳରେ  ୭.୬ କିମି ଉଚ୍ଚତା ଯାଏଁ ବାୟୁମଣ୍ଡଳରେ ସକ୍ରିୟ

0
390
ସୃଷ୍ଟି ହେବ ଲଘୁଚାପ , ଓଡିଶା -ପଶ୍ଚିମବଙ୍ଗ ଉପକୂଳରେ ୭.୬ କିମି ଉଚ୍ଚତା ଯାଏଁ ବାୟୁମଣ୍ଡଳରେ ସକ୍ରିୟ

By Our Correspondent

BHUBANESWAR:  ସୃଷ୍ଟି ହେବ  ଲଘୁଚାପ  . ଆଗାମୀ ୨୪ ଘଣ୍ଟା ମଧ୍ୟରେ ବଙ୍ଗୋପସାଗର ଅଞ୍ଚଳରେ ଲଘୁଚାପ ସମ୍ଭାବନା.

ଉତ୍ତରପଶ୍ଚିମ ବଙ୍ଗୋପସାଗର ପାର୍ଶ୍ଵବର୍ତ୍ତୀ ଉତ୍ତର ଓଡିଶା -ପଶ୍ଚିମବଙ୍ଗ ଉପକୂଳରେ  ୭.୬ କିମି ଉଚ୍ଚତା ଯାଏଁ ବାୟୁମଣ୍ଡଳରେ ସକ୍ରିୟ ଥିବା ଘୁର୍ଣ୍ଣି ବଳୟ ପ୍ରଭାବରେ   ଆଗାମୀ ୨୪ଘଣ୍ଟା ମଧ୍ୟରେ ସମାନ  ଅଞ୍ଚଳରେ ଏକ ଲଘୁଚାପ  କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା. ରାଜ୍ୟର ବିଭିନ୍ନ  ଲାଗିରହିଛି ମୌସୁମୀ ବର୍ଷା.

LEAVE A REPLY

Please enter your comment!
Please enter your name here