ମହାକାଳପଡ଼ାଠାରେ ପ୍ରସିଦ୍ଧ ମା ରାମଚଣ୍ଡୀ ମନ୍ଦିରରେ ଦର୍ଶନ କରି ସାନିଧ୍ୟ ଲାଭ କରିବା ସହ ବିଧାନସଭା ସ୍ତରୀୟ କାର୍ଯ୍ୟକର୍ତ୍ତା ସମ୍ମିଳନୀକୁ ସମ୍ବୋଧନ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା କେନ୍ଦ୍ରାପଡ଼ା ଲୋକସଭା ପ୍ରାର୍ଥୀ ବୈଜୟନ୍ତ ପଣ୍ଡା

0
90

By Our Correspondent

KENDRAPARA:  ଆଜି କେନ୍ଦ୍ରାପଡ଼ାର ମହାକାଳପଡ଼ାଠାରେ ପ୍ରସିଦ୍ଧ ମା ରାମଚଣ୍ଡୀ ମନ୍ଦିରରେ ଦର୍ଶନ କରି ସାନିଧ୍ୟ ଲାଭ କରିବା ସହ ବିଧାନସଭା ସ୍ତରୀୟ କାର୍ଯ୍ୟକର୍ତ୍ତା ସମ୍ମିଳନୀକୁ ସମ୍ବୋଧନ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା କେନ୍ଦ୍ରାପଡ଼ା ଲୋକସଭା ପ୍ରାର୍ଥୀ  ଶ୍ରୀ ବୈଜୟନ୍ତ ପଣ୍ଡା.

‘ତୃତୀୟ ଥର ମୋଦୀ ସରକାର । ଏଥର କେନ୍ଦ୍ରାପଡ଼ା ସହିତ ୪୦୦ ପାର୍।ଆଜି କେନ୍ଦ୍ରାପଡ଼ାର ମହାକାଳପଡ଼ାଠାରେ ପ୍ରସିଦ୍ଧ ମା ରାମଚଣ୍ଡୀ ମନ୍ଦିରରେ ଦର୍ଶନ କରି ସାନିଧ୍ୟ ଲାଭ କଲି ଏବଂ ଅଞ୍ଚଳର ବରିଷ୍ଠ ନେତୃବୃନ୍ଦଙ୍କ ସହ ବିଧାନସଭା ସ୍ତରୀୟ କାର୍ଯ୍ୟକର୍ତ୍ତା ସମ୍ମିଳନୀରେ ଯୋଗଦେଇ ବିଭିନ୍ନ ସାଂଗଠନିକ ବିଷୟ ଉପରେ ବିସ୍ତୃତ ଆଲୋଚନା କରିଥିଲି । ଜୟ ମା ରାମଚଣ୍ଡୀ, Jay Panda said.

 

LEAVE A REPLY

Please enter your comment!
Please enter your name here