ଭୁବନେଶ୍ୱର ରେକର୍ଡ ତାପମାତ୍ରା- ଦିନ ୧୧ ଟା ୩୦ ସୁଦ୍ଧା ୩୭.୪°C, ଦିନ ୨ ଟା ୩୦ ସୁଦ୍ଧା ୩୯.୬°C

0
68

By Our Correspondent

BHUBANESWAR:  ଆଜି ଦିନ ୨ ଟା ୩୦ ସୁଦ୍ଧା ରେକର୍ଡ ତାପମାତ୍ରା . ଦିନ ୨ ଟା ୩୦ ସୁଦ୍ଧା ଭୁବନେଶ୍ୱର ୩୯.୬°C  ରେକର୍ଡ ତାପମାତ୍ରା.

ଭୁବନେଶ୍ୱର: ୩୯.୬°C  , ଚାନ୍ଦବାଲି: ୩୯.୨°C , ଝାରସୁଗୁଡା:  ୩୮.୮°C , ରାଉରକେଲା: ୩୭.୮°C, କେନ୍ଦୁଝର: ୩୭.୪°C, ସମ୍ବଲପୁର: ୩୭.୨°C, ହୀରାକୁଦ: ୩୭.୨°C, ବାଲେଶ୍ୱର: ୩୭°C, ପାରାଦୀପ: ୩୫.୫°C, ପୁରୀ: ୩୪.୬°C, ଗୋପାଳପୁର: ୩୪.୫°C.

ଆଜି ଦିନ ୧୧ ଟା ୩୦ ସୁଦ୍ଧା ରେକର୍ଡ ତାପମାତ୍ରା

ଭୁବନେଶ୍ୱର: ୩୭.୪°C , ଚାନ୍ଦବାଲି: ୩୭°C , ଝାରସୁଗୁଡା:  ୩୬.୬°C , ବାଲେଶ୍ୱର: ୩୫.୮°C , ରାଉରକେଲା: ୩୫.୪°C , ପାରାଦୀପ: ୩୫.୧°C , କେନ୍ଦୁଝର: ୩୪.୬°C , ସମ୍ବଲପୁର: ୩୪.୬°C , ଗୋପାଳପୁର: ୩୪.୪°C , ହୀରାକୁଦ: ୩୪.୩°C , ପୁରୀ: ୩୪.୩°C.

LEAVE A REPLY

Please enter your comment!
Please enter your name here