ଭାରତୀୟ ଜନତା ପାର୍ଟୀ ତରଫରୁ ବିଜେଡି ସରକାରର ୨୫ ବର୍ଷର ଅପାରଗତା ବିରୁଦ୍ଧରେ ଚାର୍ଜସିଟ୍ ଜାରୀ କରାଯିବ

0
50
Odisha Chief Minister Naveen Patnaik -file

By Our Correspondent

BHUBANESWAR:  ଓଡିଶାବାସୀଙ୍କ ବୃହତ ସ୍ୱାର୍ଥ ଦୃଷ୍ଟିରୁ ବିଜେଡି ସରକାରର ଏହି କଳା ଅଧ୍ୟାୟର ଅନ୍ତ ହେବା ନିହାତି ଆବଶ୍ୟକ ।

ଏହି ପରିପ୍ରେକ୍ଷୀରେ ଆସନ୍ତା କାଲି ଭାରତୀୟ ଜନତା ପାର୍ଟୀ ତରଫରୁ ବିଜେଡି ସରକାରର ୨୫ ବର୍ଷର ଅପାରଗତା ବିରୁଦ୍ଧରେ ଚାର୍ଜସିଟ୍ ଜାରୀ କରାଯିବ ।

ଏହି ଅବସରରେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ, କେନ୍ଦ୍ରମନ୍ତ୍ରୀ ଶ୍ରୀ ଭୁପେନ୍ଦ୍ର ଯାଦବ ଓ ଅନ୍ୟାନ୍ୟ ନେତୃମଣ୍ଡଳୀ ଉପସ୍ଥିତ ରହିବେ ବୋଲି ରାଜ୍ୟ ଗଣମାଧ୍ୟମ ସଂଯୋଜକ Sujit Das ସୂଚନା ଦେଇଛନ୍ତି

LEAVE A REPLY

Please enter your comment!
Please enter your name here