ଭାରତପାଣିପାଗ ବିଭାଗର ବିସ୍ତାରିତ ପରିସର ଆକଳନ ଅନୁଯାୟୀ, ୨୬ ଅପ୍ରେଲ ରୁ ୨ ମଇ ମଧ୍ୟରେ ରାଜ୍ୟର କିଛି ଅଞ୍ଚଳରେ ଗ୍ରୀଷ୍ମପ୍ରବାହ ର ମଧ୍ୟମ ଧରଣର ସମ୍ଭାବନା

0
44

By Our Correspondent

BHUBANESWAR:  ଭାରତପାଣିପାଗ ବିଭାଗର ବିସ୍ତାରିତ ପରିସର ଆକଳନ ଅନୁଯାୟୀ, ୨୬  ଅପ୍ରେଲ ରୁ ୨ ମଇ ମଧ୍ୟରେ ରାଜ୍ୟର କିଛି ଅଞ୍ଚଳରେ ଗ୍ରୀଷ୍ମପ୍ରବାହ ର ମଧ୍ୟମ ଧରଣର ସମ୍ଭାବନା   (୩୪% ରୁ ୬୭%) ରହିଛି |

ଆଜି ରାଜଧାନୀ: ତାପମାତ୍ରା 31.8°C ଆଦ୍ରତା 76%. ଗତକାଲି: ତାପମାତ୍ରା 33.4°C ଆଦ୍ରତା 64%.

ଅନୁଭୂତ ତାପମାତ୍ରା : ଉଭୟ ଗତକାଲି ଏବଂ ଆଜି 42°C, ଗତ କାଲି ତାପମାତ୍ରା ଅଧିକ ଥିଲେ ବି ଆଜି ଆଦ୍ରତା ର ମାତ୍ରା ଅଧିକ ହେତୁ ଅନୁଭୂତ ତାପମାତ୍ରା ରେ କୌଣସି ପରିବର୍ତ୍ତନ ହୋଇନାହିଁ.

ଆଜି ସକାଳ 8ଟା 30 ସୁଦ୍ଧା ରେକର୍ଡ ତାପମାତ୍ରା

ତାଳଚେର :35°C, ଭବାନୀପାଟଣା: 34.5°C, ଟିଟିଲାଗଡ଼:33.4°C, ଝାରସୁଗୁଡା:33°C, ବାରିପଦା: 33°C, ବାଲେଶ୍ୱର: 32.2°C , ଭୁବନେଶ୍ୱର:31.8°C, ଚାନ୍ଦବାଲି:31.6°C, କେନ୍ଦୁଝର: 31.6°C, ସମ୍ବଲପୁର: 31.6°C, ପୁରୀ: 31°C, ବୌଦ୍ଧ: 31°C, ରାଉରକେଲା: 30.8°C, ପାରାଦ୍ୱୀପ: 30.6°C.

 

LEAVE A REPLY

Please enter your comment!
Please enter your name here