ଆଗାମୀ ଦୁଇଦିନ ଦିନରେ ଦିନ ତାପମାତ୍ରାରେ ବିଶେଷ ପରିବର୍ତନର ସମ୍ଭାବନା ନଥିବା ବେଳେ , ପରବର୍ତୀ ସମୟରେ କାଳବୈଶାଖୀ ପ୍ରଭାବରେ ଦିନ ତାପମାତ୍ରାରେ ୨ ରୁ ୩ ଡ଼ିଗ୍ରୀ ଯାଏଁ ସାମାନ୍ୟ ହ୍ରାସ ସମ୍ଭାବନା ରହିଛି

0
60

By Our Correspondent

BHUBANESWAR:  ଆଗାମୀ ଦୁଇଦିନ ଦିନରେ  ଦିନ ତାପମାତ୍ରାରେ ବିଶେଷ ପରିବର୍ତନର ସମ୍ଭାବନା ନଥିବା ବେଳେ , ପରବର୍ତୀ ସମୟରେ କାଳବୈଶାଖୀ ପ୍ରଭାବରେ ଦିନ ତାପମାତ୍ରାରେ ୨ ରୁ ୩ ଡ଼ିଗ୍ରୀ ଯାଏଁ ସାମାନ୍ୟ ହ୍ରାସ  ସମ୍ଭାବନା ରହିଛି.

ଭାରତପାଣିପାଗ ବିଭାଗର ବିସ୍ତାରିତ ପରିସର ଆକଳନ ଅନୁଯାୟୀ, ୨୬  ଅପ୍ରେଲ ରୁ ୨ ମଇ ମଧ୍ୟରେ ରାଜ୍ୟର କିଛି ଅଞ୍ଚଳରେ ଗ୍ରୀଷ୍ମପ୍ରବାହ ର ମଧ୍ୟମ ଧରଣର ସମ୍ଭାବନା   (୩୪% ରୁ ୬୭%) ରହିଛି |

ଆଜି ରାଜଧାନୀ: ତାପମାତ୍ରା 31.8°C ଆଦ୍ରତା 76%. ଗତକାଲି: ତାପମାତ୍ରା 33.4°C ଆଦ୍ରତା 64%.

ଅନୁଭୂତ ତାପମାତ୍ରା : ଉଭୟ ଗତକାଲି ଏବଂ ଆଜି 42°C, ଗତ କାଲି ତାପମାତ୍ରା ଅଧିକ ଥିଲେ ବି ଆଜି ଆଦ୍ରତା ର ମାତ୍ରା ଅଧିକ ହେତୁ ଅନୁଭୂତ ତାପମାତ୍ରା ରେ କୌଣସି ପରିବର୍ତ୍ତନ ହୋଇନାହିଁ.

LEAVE A REPLY

Please enter your comment!
Please enter your name here