ଦିନ ୨ଟା ୩୦ ସୁଦ୍ଧା ଭୁବନେଶ୍ୱର ୪୪ ଡ଼ିଗ୍ରୀ ତାପମାତ୍ରା ରେକର୍ଡ

0
342

By Our Correspondent

BHUBANESWAR:  ଆଜି ଦିନ ୨ଟା ୩୦ ସୁଦ୍ଧା ଭୁବନେଶ୍ୱର ୪୪ ଡ଼ିଗ୍ରୀ ତାପମାତ୍ରା ରେକର୍ଡ.ଆଜି ଦିନ ୧୧ .୩୦ ସୁଦ୍ଧା ରାଜଧାନୀ ଭୁବନେଶ୍ୱର ରେ  ୪୨.୨  ଡ଼ିଗ୍ରୀ ଏବଂ ଆଦ୍ରତା ୩୬% ରେକର୍ଡ .ଗତକାଲି ଏହି ସମୟରେ,ତାପମାତ୍ରା ୪୧.୬ ଡ଼ିଗ୍ରୀ ଏବଂ ଆଦ୍ରତା  ୩୮% ରେକର୍ଡ ହୋଇଥିଲା.

ଆଜି ଦିନ ୨ଟା ୩୦ ସୁଦ୍ଧା ରେକର୍ଡ ତାପମାତ୍ରା

ସମ୍ବଲପୁର: ୪୫ ଡ଼ିଗ୍ରୀ, ଝାରସୁଗୁଡା: ୪୪.୪ ଡ଼ିଗ୍ରୀ, ଭୁବନେଶ୍ୱର: ୪୪ ଡ଼ିଗ୍ରୀ, ହୀରାକୁଦ:୪୪ ଡ଼ିଗ୍ରୀ, ଚାନ୍ଦବାଲି: ୩୬.୨ ଡ଼ିଗ୍ରୀ, ଗୋପାଳପୁର: ୩୫ ଡ଼ିଗ୍ରୀ, ପାରାଦୀପ: ୩୪.୨ ଡ଼ିଗ୍ରୀ, ପୁରୀ: ୩୪ ଡ଼ିଗ୍ରୀ, ବାଲେଶ୍ୱର: ୩୩.୪ ଡ଼ିଗ୍ରୀ, କେନ୍ଦୁଝର: ୩୦.୪ ଡ଼ିଗ୍ରୀ

ଆଜି ଦିନ  ୧୧.୩୦ ସୁଦ୍ଧା ରେକର୍ଡ ତାପମାତ୍ରା

ସମ୍ବଲପୁର:୪୨.୬  ଡ଼ିଗ୍ରୀ, ହୀରାକୁଦ:୪୨.୪  ଡ଼ିଗ୍ରୀ, ଭୁବନେଶ୍ୱର: ୪୨.୨  ଡ଼ିଗ୍ରୀ, ଝାରସୁଗୁଡା: ୪୨.୨  ଡ଼ିଗ୍ରୀ, କେନ୍ଦୁଝର:୩୯.୨ ଡ଼ିଗ୍ରୀ, ଚାନ୍ଦବାଲି: ୩୮.୬ ଡ଼ିଗ୍ରୀ , ପୁରୀ: ୩୬ ଡ଼ିଗ୍ରୀ , ଗୋପାଳପୁର: ୩୫.୪ ଡ଼ିଗ୍ରୀ , ପାରାଦୀପ: ୩୪.୪ ଡ଼ିଗ୍ରୀ, ବାଲେଶ୍ୱର: ୩୩.୬ ଡ଼ିଗ୍ରୀ.

LEAVE A REPLY

Please enter your comment!
Please enter your name here