By Our Correspondent
BHUBANESWAR: ଆଗାମୀ ୩ ଦିନ ଯାଏଁ ଦିନ ତାପମାତ୍ରା ରେ ବିଶେଷ ପରିବର୍ତନର ସମ୍ଭାବନା ନଥିବା ବେଳେ ପରବର୍ତୀ ୨ ଦିନରେ ୩ ରୁ ୫ ଡ଼ିଗ୍ରୀ ଯାଏଁ ତାପମାତ୍ରା କମିବା ସମ୍ଭାବନା.
ଆଜି ଦିନ ୨ଟା ୩୦ ସୁଦ୍ଧା ଭୁବନେଶ୍ୱର ୪୪ ଡ଼ିଗ୍ରୀ ତାପମାତ୍ରା ରେକର୍ଡ.ଆଜି ଦିନ ୧୧ .୩୦ ସୁଦ୍ଧା ରାଜଧାନୀ ଭୁବନେଶ୍ୱର ରେ ୪୨.୨ ଡ଼ିଗ୍ରୀ ଏବଂ ଆଦ୍ରତା ୩୬% ରେକର୍ଡ .ଗତକାଲି ଏହି ସମୟରେ,ତାପମାତ୍ରା ୪୧.୬ ଡ଼ିଗ୍ରୀ ଏବଂ ଆଦ୍ରତା ୩୮% ରେକର୍ଡ ହୋଇଥିଲା.
ଆଜି ଦିନ ୨ଟା ୩୦ ସୁଦ୍ଧା ରେକର୍ଡ ତାପମାତ୍ରା
ସମ୍ବଲପୁର: ୪୫ ଡ଼ିଗ୍ରୀ, ଝାରସୁଗୁଡା: ୪୪.୪ ଡ଼ିଗ୍ରୀ, ଭୁବନେଶ୍ୱର: ୪୪ ଡ଼ିଗ୍ରୀ, ହୀରାକୁଦ:୪୪ ଡ଼ିଗ୍ରୀ, ଚାନ୍ଦବାଲି: ୩୬.୨ ଡ଼ିଗ୍ରୀ, ଗୋପାଳପୁର: ୩୫ ଡ଼ିଗ୍ରୀ, ପାରାଦୀପ: ୩୪.୨ ଡ଼ିଗ୍ରୀ, ପୁରୀ: ୩୪ ଡ଼ିଗ୍ରୀ, ବାଲେଶ୍ୱର: ୩୩.୪ ଡ଼ିଗ୍ରୀ, କେନ୍ଦୁଝର: ୩୦.୪ ଡ଼ିଗ୍ରୀ
ଆଜି ଦିନ ୧୧.୩୦ ସୁଦ୍ଧା ରେକର୍ଡ ତାପମାତ୍ରା
ସମ୍ବଲପୁର:୪୨.୬ ଡ଼ିଗ୍ରୀ, ହୀରାକୁଦ:୪୨.୪ ଡ଼ିଗ୍ରୀ, ଭୁବନେଶ୍ୱର: ୪୨.୨ ଡ଼ିଗ୍ରୀ, ଝାରସୁଗୁଡା: ୪୨.୨ ଡ଼ିଗ୍ରୀ, କେନ୍ଦୁଝର:୩୯.୨ ଡ଼ିଗ୍ରୀ, ଚାନ୍ଦବାଲି: ୩୮.୬ ଡ଼ିଗ୍ରୀ , ପୁରୀ: ୩୬ ଡ଼ିଗ୍ରୀ , ଗୋପାଳପୁର: ୩୫.୪ ଡ଼ିଗ୍ରୀ , ପାରାଦୀପ: ୩୪.୪ ଡ଼ିଗ୍ରୀ, ବାଲେଶ୍ୱର: ୩୩.୬ ଡ଼ିଗ୍ରୀ.









![Ministry of Rural Development has notified the Schedule of Permissible Works under the Viksit Bharat – Guarantee for Rozgar and Ajeevika Mission (Gramin) [VB–G RAM G] Act, 2025, providing for 375 permissible works under the new rural works framework](https://indianewsdiary.com/wp-content/uploads/2026/10/Viksit-Bharat-–-Guarantee-for-Rozgar-and-Ajeevika-Mission-Gramin-VB–G-RAM-G-Act-218x150.png)


















