ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଓଡିଶା ରୁ ସମ୍ପୂର୍ଣ୍ଣ ଭାବେ ବିଦାୟ ନେଇଛି

0
289
rains-file

By Our Correspondent

BHUBANESWAR:  ସମ୍ପୂର୍ଣ୍ଣ ଭାବେ ବିଦାୟ ନେଲା ମୌସୁମୀ. ଆଜି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଓଡିଶା ରୁ ସମ୍ପୂର୍ଣ୍ଣ ଭାବେ ବିଦାୟ ନେଇଛି l

ଚଳିତ ଖରିଫ ଋତୁରେ ସ୍ବାଭାବିକ ଠାରୁ, ଜୁନ୍ ମାସରେ – ୨୬.୧, ଜୁଲାଇ ରେ – ୬.୬, ଅଗଷ୍ଟ ମାସରେ -୧୫.୬ ଏବଂ ସେପ୍ଟେମ୍ବରରେ +୩୮.୩ ପ୍ରତିଶତ ବର୍ଷା ରେକର୍ଡ ହୋଇଛି ।

ସାମଗ୍ରିକ ଭାବେ ରାଜ୍ଯରେ ବର୍ଷାର ପରିମାଣ କେବଳ ୪% କମ୍, ଯାହା ଫସଲ ପର୍ଯ୍ଯାୟ ଉପରେ ପ୍ରତିକୂଳ ପ୍ରଭାବ କରିନାହିଁ.

LEAVE A REPLY

Please enter your comment!
Please enter your name here