ଗତ ୨୪ ଘଣ୍ଟାରେ ରାଜ୍ୟରେ ଅନୁଭୂତ ହୋଇଛି ବିସ୍ତୃତି ବର୍ଷା, ଅଧିକାଂଶ ହାଲୁକା ମଧ୍ୟମ ଧରଣର ବର୍ଷା ଅନୁଭୂତ 

0
269

By Our Correspondent

BHUBANESWAR: ଉତ୍ତର ବଙ୍ଗୋପସାଗର ପାର୍ଶ୍ଵବର୍ତ୍ତୀ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ସକ୍ରିୟ ରହିଛି ଘୁର୍ଣ୍ଣିବଳୟ ପ୍ରଭାବରେ  ଆଜି ରାଜ୍ୟରେ ବିସ୍ତୃତି ବର୍ଷା ସମ୍ଭାବନା ପଶ୍ଚିମ ତଥା କିଛି  ଆଭ୍ୟନ୍ତରୀଣ ଓଡ଼ିଶାର ଜିଲ୍ଲାଗୁଡିକରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା.

ଗତ ୨୪ ଘଣ୍ଟାରେ ରାଜ୍ୟରେ ଅନୁଭୂତ ହୋଇଛି ବିସ୍ତୃତି ବର୍ଷା, ଅଧିକାଂଶ ହାଲୁକା ମଧ୍ୟମ ଧରଣର ବର୍ଷା ଅନୁଭୂତ .

ଦେବଗଡ ଜିଲ୍ଲାର ବାରକୋଟ ଠାରେ ସର୍ବାଧିକ ୧୨୭.୬ ମିମି ରେକର୍ଡ , ସୁନ୍ଦରଗଡ ଜିଲ୍ଲାର ଗୁରୁଣ୍ଡିଆ ଠାରେ ୧୦୪ ମିମି ବର୍ଷା  ରେକର୍ଡ, ରାୟଗଡାର ଗୁଣପୁର ଠାରେ ୮୭.୪ ମିମି ବର୍ଷା ରେକର୍ଡ.

LEAVE A REPLY

Please enter your comment!
Please enter your name here