କୋରାପୁଟରେ ଲଗାଣ ବର୍ଷା ଯୋଗୁଁ ଛୋଟ ଧରଣର ଭୂସ୍ଖଳନ

0
155

By Our Correspondent

BHUBANESWAR:   କୋରାପୁଟ ଲଗାଣ ବର୍ଷା ଯୋଗୁଁ ଛୋଟ ଧରଣର ଭୂସ୍ଖଳନ, କୋଟିଆ ପଞ୍ଚାୟତ ମାଡକାର ଗାଁ ଯିବା ବାଟରେ ଭୂସ୍ଖଳନ,ପାହାଡ଼ ଉପରୁ ଛୋଟ ଛୋଟ ପଥର ଖସି ରାସ୍ତାରେ ପଡ଼ିଛି, ରାସ୍ତାକୁ ପଥର ଖସିଥିଲେ ବି କେହି ଆହତ ହୋଇନଥିବା ସୂଚନା.

LEAVE A REPLY

Please enter your comment!
Please enter your name here