ଓଡିଶା ଯୁବ କଂଗ୍ରେସ ପକ୍ଷରୁ ରୋଜଗାର ଦିଅ, ନ୍ୟାୟ ଦିଅ କାର୍ଯ୍ୟକ୍ରମର ଶୁଭାରମ୍ଭ

0
113
ଓଡିଶା ଯୁବ କଂଗ୍ରେସ ପକ୍ଷରୁ ରୋଜଗାର ଦିଅ, ନ୍ୟାୟ ଦିଅ କାର୍ଯ୍ୟକ୍ରମର ଶୁଭାରମ୍ଭ ହେଲା।

By Our Correspondent

BHUBANESWAR:  ଓଡିଶା ଯୁବ କଂଗ୍ରେସ ପକ୍ଷରୁ ରୋଜଗାର ଦିଅ, ନ୍ୟାୟ ଦିଅ କାର୍ଯ୍ୟକ୍ରମର ଶୁଭାରମ୍ଭ ହେଲା।

ଏହି କାର୍ଯ୍ୟକ୍ରମରେAICC , ଓଡିଶା ସହ ପ୍ରଭାରୀ ଖ୍ରୀଷ୍ଟଫର୍ ତିଲକ, ପିସିସି ସଭାପତି ଶରତ ପଟ୍ଟନାୟକ,IYC, ଓଡିଶା ପ୍ରଭାରୀ କ୍ରିଷ୍ଣା ଆଲାଭରୁ, ଓଡିଶା ପ୍ରଦେଶ ଅଧ୍ୟକ୍ଷ ରଞ୍ଜିତ ପାତ୍ର, ବରିଷ୍ଠ ବିଧାୟକ ତାରା ପ୍ରସାଦ ବାହିନୀପତି.

INTUC ଜାତୀୟ ସମ୍ପାଦକ ମାନସ ଚୌଧୁରୀ, ମହିଳା କଂଗ୍ରେସ ସଭାନେତ୍ରୀ ମିନାକ୍ଷୀ ବାହିନୀପତି, ସୋସିଆଲ ମିଡ଼ିଆ AICC ଓଡିଶା ପ୍ରଭାରୀ ଡ . ସୁମିତ ଦୁବେ , ବିକାଶ ଭଦୌରିଆଙ୍କ ସମେତ ରାଜ୍ୟର ସମସ୍ତ ଜିଲ୍ଲାର ଯୁବ ନେତୃବୃନ୍ଦ ଯୋଗ ଦେଇଥିଲେ।

LEAVE A REPLY

Please enter your comment!
Please enter your name here