ଓଡ଼ିଶାରେ ଶହ ଶହ କୋଟି କଳା ଟଙ୍କା, ଏସବୁ ଦେଖି ଲାଗୁଛି ସତେ ଯେମିତି ଓଡ଼ିଶା ଏବେ ଅଣଓଡ଼ିଆ ଅପରାଧୀଙ୍କ ପେଣ୍ଠସ୍ଥଳ ପାଲଟିଛି- ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା

0
288
BJP National VP , Baijayant Jay Panda -file

By Our Correspondent

BHUBANESWAR:   ଓଡ଼ିଶାରେ ଶହ ଶହ କୋଟି କଳା ଟଙ୍କା ଜଣେ ଅଣଓଡ଼ିଆ କଂଗ୍ରେସ ସାଂସଦଙ୍କର ଧରା ପଡ଼ିବା ନିଶ୍ଚିତ ଭାବେ ଏକ ଚିନ୍ତାର ବିଷୟ ,  କହିଛନ୍ତି ବିଜେପି ରାଷ୍ଟ୍ରୀୟ ଉପସଭାପତି ତଥା କେନ୍ଦ୍ରାପଡାର ପୂର୍ବତନ ସାଂସଦ  ଶ୍ରୀଯୁକ୍ତ ବୈଜୟନ୍ତ ଜୟ ପଣ୍ଡା.

ଏସବୁ ଦେଖି ଲାଗୁଛି ସତେ ଯେମିତି ଓଡ଼ିଶା ଏବେ ଅଣଓଡ଼ିଆ ଅପରାଧୀଙ୍କ ପେଣ୍ଠସ୍ଥଳ ପାଲଟିଛି । ଓଡ଼ିଶାରେ ଶାସନ ବ୍ୟବସ୍ଥାରେ ଥିବା ଅଧିକାରୀ ଓ ନେତାଙ୍କ ବିନା ସଂପୃକ୍ତି ବା ଜଣାତରେ ଏସବୁ ହେବା ସମ୍ଭବ କି ? ପୂର୍ବତନ ସାଂସଦ  ଶ୍ରୀଯୁକ୍ତ ବୈଜୟନ୍ତ ଜୟ ପଣ୍ଡା କହିଛନ୍ତି.

LEAVE A REPLY

Please enter your comment!
Please enter your name here