ଓଡ଼ିଶାରେ କେନ୍ଦ୍ରୀୟ ଯୋଜନାରେ ହୋଇଥିବା ଦୁର୍ନୀତିର କାର୍ଯ୍ୟାନୁଷ୍ଠାନ ନିଆଯିବ, କେନ୍ଦ୍ର ସୂଚନା ଓ ପ୍ରସାରଣ ଏବଂ କ୍ରୀଡ଼ା ମନ୍ତ୍ରୀ ଅନୁରାଗ ସିଂ ଠାକୁର

0
302
ଓଡ଼ିଶାରେ କେନ୍ଦ୍ରୀୟ ଯୋଜନାରେ ହୋଇଥିବା ଦୁର୍ନୀତିର କାର୍ଯ୍ୟାନୁଷ୍ଠାନ ନିଆଯିବ । ପଶ୍ଚିମବଙ୍ଗରେ ମଧ୍ୟ ଆବାସ ଏବଂ ଅନ୍ୟ କେନ୍ଦ୍ରୀୟ ଯୋଜନାରେ ଦୁର୍ନୀତି ହୋଇଥିଲା । ମୋଦି ସରକାର ତାଙ୍କୁ ନୋଟିସ୍ କରିଥିଲେ । ମନରେଗା ଯୋଜନାରେ ଦୁର୍ନୀତିଗ୍ରସ୍ତଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନହେବା ଯାଏଁ ପଶ୍ଚିମବଙ୍ଗକୁ ମନରେଗା ଅନୁଦାନ ବନ୍ଦ ହୋଇଥିଲା ।, କେନ୍ଦ୍ର ସୂଚନା ଓ ପ୍ରସାରଣ ଏବଂ କ୍ରୀଡ଼ା ମନ୍ତ୍ରୀ ଅନୁରାଗ ସିଂ ଠାକୁର

By Our Correspondent

BHUBANESWAR:  ଓଡ଼ିଶାରେ କେନ୍ଦ୍ରୀୟ ଯୋଜନାରେ ହୋଇଥିବା ଦୁର୍ନୀତିର କାର୍ଯ୍ୟାନୁଷ୍ଠାନ ନିଆଯିବ । ପଶ୍ଚିମବଙ୍ଗରେ ମଧ୍ୟ ଆବାସ ଏବଂ ଅନ୍ୟ କେନ୍ଦ୍ରୀୟ ଯୋଜନାରେ ଦୁର୍ନୀତି ହୋଇଥିଲା । ମୋଦି ସରକାର ତାଙ୍କୁ ନୋଟିସ୍ କରିଥିଲେ । ମନରେଗା ଯୋଜନାରେ ଦୁର୍ନୀତିଗ୍ରସ୍ତଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନହେବା ଯାଏଁ ପଶ୍ଚିମବଙ୍ଗକୁ ମନରେଗା ଅନୁଦାନ ବନ୍ଦ ହୋଇଥିଲା ।, କେନ୍ଦ୍ର ସୂଚନା ଓ ପ୍ରସାରଣ ଏବଂ କ୍ରୀଡ଼ା ମନ୍ତ୍ରୀ ଅନୁରାଗ ସିଂ ଠାକୁର.

ଓଡ଼ିଶାରେ କେନ୍ଦ୍ରୀୟ ଯୋଜନାରେ ବାଟମାରଣାକୁ ନେଇ ଯେତେବେଳେ ବି ଅଭିଯୋଗ ଆସିଛି କେନ୍ଦ୍ର ସରକାର ତୁରନ୍ତ ଏହା ଉପରେ ରାଜ୍ୟ ସରକାରଙ୍କୁ ନୋଟିସ୍ ଦେଇଛନ୍ତି । କଂଗ୍ରେସ ସରକାର ସମୟରେ ଓଡିଶାକୁ ମାତ୍ର ୨ଲକ୍ଷ କୋଟି ୬୩ହଜାର ୨୪୩ ମିଳିଥିଲା ହେଲେ ବିଜେପି ସରକାର ବେଳେ ଏହା ୧୮ଲକ୍ଷ ୮୩ହଜାର ୬୫୪କୋଟିରେ ପହଂଚିଛି ।

ବିଜେପି ପାର୍ଟି ସବୁବେଳେ ଜନତାଙ୍କ ପାଇଁ ସମର୍ପିତ । ଓଡ଼ିଶାରେ ବିଜେପି ସବୁବେଳେ ଗରିବ ଲୋକଙ୍କ ହକ୍ ପାଇଁ ଲଢ଼ାଇ କରିଆସିଛି । କେନ୍ଦ୍ରରେ ମୋଦି ସରକାର ଆଜି ଦେଶର ଗରିବ ଲୋକମାନଙ୍କ ପାଇଁ ଆଶାର ଆଲୋକ ଆଣିଛି । ବିଜେପିକୁ ଯଦି କେହି ଜନବିରୋଧୀ କହୁଥିବେ ତାହା ସେମାନଙ୍କର ହତାଶାଭାବର ଶବ୍ଦ ହୋଇଥିବ । ,କେନ୍ଦ୍ର ସୂଚନା ଓ ପ୍ରସାରଣ ଏବଂ କ୍ରୀଡ଼ା ମନ୍ତ୍ରୀ

LEAVE A REPLY

Please enter your comment!
Please enter your name here