ଓଃ କି ଥଣ୍ଡା !! ଟ୍ୱିନ ସିଟି ରେ ୧୩ଡ଼ିଗ୍ରୀ ଛୁଇଁଲା ପାରଦ

0
210

By Our Correspondent

BHUBANESWAR: ଟ୍ୱିନ ସିଟି ରେ ୧୩ଡ଼ିଗ୍ରୀ ଛୁଇଁଲା ପାରଦ . ଓଃ କି ଥଣ୍ଡା !! ଚଳିତ ସିଜିନ ରେ ପ୍ରଥମ ଥର ପାଇଁ ରାଜଧାନୀ ଭୁବନେଶ୍ୱର ଏବଂ କଟକ ରେ ତାପମାତ୍ରା ୧୩ ଡ଼ିଗ୍ରୀ ଛୁଇଁଛି  |

ଆଜି ଭୁବନେଶ୍ୱର ରେ ୧୩.୨ ଡ଼ିଗ୍ରୀ ଏବଂ କଟକ ରେ ୧୩.୫ ଡ଼ିଗ୍ରୀ  ସର୍ବନିମ୍ନ ରାତ୍ରି ତାପମାତ୍ରା ରେକର୍ଡ ହୋଇଛି.

LEAVE A REPLY

Please enter your comment!
Please enter your name here