୧୩ତାରିଖ ପର ଠାରୁ ରାଜ୍ୟରେ ପୁଣି ବଢିବ ତାତି!

0
515

By Our Correspondent

BHUBANESWAR:  ୧୩ତାରିଖ ପର ଠାରୁ ରାଜ୍ୟରେ ପୁଣି ବଢିବ ତାତି.  ୧୩ ତାରିଖ ପରଠାରୁ ରାଜ୍ୟରେ ପଶ୍ଚିମ ତଥା ଉତ୍ତରପଶ୍ଚିମ ଦିଗରୁ ଶୁଷ୍କ ବାୟୁ ର ପ୍ରଭାବ  ବୃଦ୍ଧି ସହ ପୁଣି  ଦିନ ତାପମାତ୍ରାରେ ଦୃଷ୍ଟନ୍ତ ମୂଳକ  ବୃଦ୍ଧି ସମ୍ଭାବନା ରହିଛି ତଥା କିଛି ଆଭ୍ୟନ୍ତରୀଣ ଏବଂ ପଶ୍ଚିମ ଓଡ଼ିଶାର  ଅଞ୍ଚଳରେ ୪୦ଡ଼ିଗ୍ରୀ ଛୁଇଁବା ସମ୍ଭାବନା ରହିଛି. ବଲାଙ୍ଗୀର, ନୂଆପଡା ଏବଂ ବରଗଡ ଜିଲ୍ଲାର କିଛି ଅଞ୍ଚଳରେ ଲାଗି ରହିଛି ହାଲୁକା ବର୍ଷା

ଆଜି ଦିନ ୨ଟା ୩୦ ସୁଦ୍ଧା ରେକର୍ଡ ତାପମାତ୍ରା

ଚାନ୍ଦବାଲି: ୩୭.୪°C ପାରାଦୀପ: ୩୬.୭°C ଭୁବନେଶ୍ୱର: ୩୬.୫°C ବାଲେଶ୍ୱର: ୩୬.୧°C ପୁରୀ: ୩୫°C ଗୋପାଳପୁର: ୩୪.୬°C ରାଉରକେଲା: ୩୩.୨°C ଝାରସୁଗୁଡା: ୩୨.୬°C କେନ୍ଦୁଝର: ୩୨.୯°C ସମ୍ବଲପୁର: ୩୦.୫°C ହୀରାକୁଦ: ୩୦.୨°C.

ଆଜି  ଦିନ ୧୧ ଟା ୩୦ ସୁଦ୍ଧା ରେକର୍ଡ ତାପମାତ୍ରା .

ପାରାଦୀପ : ୩୫.୪°C , ଚାନ୍ଦବାଲି: ୩୫.୨°C, ଗୋପାଳପୁର: ୩୪.୨°C, ବାଲେଶ୍ୱର: ୩୪.୨°C, ପୁରୀ:୩୨.୮°C, କେନ୍ଦୁଝର: ୩୨.୪°C,  ଭୁବନେଶ୍ୱର: ୩୧°C, ରାଉରକେଲା: ୩୦.୨°C, ଝାରସୁଗୁଡା: ୨୭.୬°C , ସମ୍ବଲପୁର: ୨୫.୮°C, ହୀରାକୁଦ:୨୫.୨°C.

LEAVE A REPLY

Please enter your comment!
Please enter your name here