ଆଜି ଦିନ ୧୧ ଟା ୩୦ ସୁଦ୍ଧା ରେକର୍ଡ ଭୁବନେଶ୍ୱର ୩୧°C ତାପମାତ୍ରା ରେକର୍ଡ , ବଲାଙ୍ଗୀର, ନୂଆପଡା ଏବଂ ବରଗଡ ଜିଲ୍ଲାର କିଛି ଅଞ୍ଚଳରେ ଲାଗି ରହିଛି ହାଲୁକା ବର୍ଷା

0
85

By Our Correspondent

BHUBANESWAR: ବଲାଙ୍ଗୀର, ନୂଆପଡା ଏବଂ ବରଗଡ ଜିଲ୍ଲାର କିଛି ଅଞ୍ଚଳରେ ଲାଗି ରହିଛି ହାଲୁକା ବର୍ଷା. ଆଜି  ଦିନ ୧୧ ଟା ୩୦ ସୁଦ୍ଧା ରେକର୍ଡ ତାପମାତ୍ରା .

ପାରାଦୀପ : ୩୫.୪°C , ଚାନ୍ଦବାଲି: ୩୫.୨°C, ଗୋପାଳପୁର: ୩୪.୨°C, ବାଲେଶ୍ୱର: ୩୪.୨°C, ପୁରୀ:୩୨.୮°C, କେନ୍ଦୁଝର: ୩୨.୪°C,  ଭୁବନେଶ୍ୱର: ୩୧°C, ରାଉରକେଲା: ୩୦.୨°C, ଝାରସୁଗୁଡା: ୨୭.୬°C , ସମ୍ବଲପୁର: ୨୫.୮°C, ହୀରାକୁଦ:୨୫.୨°C.

LEAVE A REPLY

Please enter your comment!
Please enter your name here